Only for Entertainment

ଇମୋସନାଲ୍ ଡ୍ରାମା ଫିଲ୍ମ ଏ ଦିଲ୍ ତତେ ଦେଲି ।

youtube
0 52

ଓଲିଉଡରେ ପ୍ରସ୍ତୁତ ହେଉଛି ଇମୋସନାଲ୍ ଡ୍ରାମା ଫିଲ୍ମ ଏ ଦିଲ୍ ତତେ ଦେଲି । ଫିଲ୍ମର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଓଲିଉଡର ଗର୍ଜିଅସ ନାୟିକା ରିୟାନା ଶୁକ୍ଳା । ସବୁବେଳେ ୱେଷ୍ଟର୍ଣ୍ଣ ଲୁକରେ ନଜର ଆସୁଥିବା ଓଲିଉଡର ଏହି ହଟ୍ ନାୟିକାଙ୍କୁ ଏଥର କିନ୍ତୁ ଦେଖିବାକୁ ମିଳିବ, ପୁରା ଦେଶି ଷ୍ଟାଇଲରେ ।

ଫିଲ୍ମର ଲିଡ୍ ବିଭାସ ଓ ରିୟାନାଙ୍କୁ ନେଇ ଚାଲିଛି ଏକ ଡ୍ରାମା ସିକ୍ୱେନ୍ସର ସୁଟିଂ । ଯେଉଁଠି ସୁଟ୍ ବୁଟରେ ନଜର ଆସିଛନ୍ତି ନାୟକ ଅନନ୍ତ । ଆଉ ହ୍ୱିଲ୍ ଚେୟାରରେ, ବସିଛନ୍ତି ନାୟିକା ରିୟାନା । ସବୁବେଳେ ମଡର୍ଣ୍ଣ ଗେଟଅପରେ ନଜର ଆସୁଥିବା ଅବିନେତ୍ରୀ ରିୟାନାଙ୍କୁ କିନ୍ତୁ ଏହି ଫିଲ୍ମରେ ଦେଖିବାକୁ ମିଳିଛି ପୁରା ଦେଶି ଲୁକରେ । ଦେହରେ ଶାଢି ହାତରେ ଚୁଡି ବେକରେ ମଙ୍ଗଳସୂତ୍ର ଆଉ ମଥାରେ ସିନ୍ଦୁର । କିଛି ଏହିପରି ନଜର ଆସିଛନ୍ତି ଓଲିଉଡ ଗର୍ଜିଅସ ଦିଭା ରିୟାନା । ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ନବାଗତ ବିଭାସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More