Only for Entertainment

ରିକ୍ରିଏଟ ହେଲା ପୁରୂଣା ରୋମାଂଟିକ ଗୀତ ‘ଏ ଫୁଲ କହ ଥରେ’, ଦେଖନ୍ତୁ।

152

ପୁଣିଥରେ ରିଲିଜ ହେଲା ପୁରୂଣା ରୋମାଂଟିକ ଗୀତ ‘ଏ ଫୁଲ କହ ଥରେ’ । ଏହି ଗୀତକୁ ରିକ୍ରିଏଟ କରାଯାଇଛି । ଗୀତରେ ଶୁଣିବାକୁ ମିଳିଛି ଅସୀମା ପଣ୍ଡାଙ୍କ ମଜାଦାର ଗାୟିକୀ । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ମଜାଦାର ଗୀତରେ ନଜର ଆସିଛନ୍ତି ଛୋଟ ପରଦାର ଅଭିନେତା ଅଙ୍କିତ ଏବଂ ଅଭିନେତ୍ରୀ ଅଙ୍କିତା ଭୌମିକ । ଏହି ଗୀତର ଭିଡିଓକୁ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ । ଆଗରୁ ଏହି ଗୀତର ଷ୍ଟୁଡିଓ ଭର୍ସନ ସାମ୍ନାକୁ ଆସିଥିଲା । ମାତ୍ର ଏବେ ଏହି ଗୀତର ମ୍ୟୁଜିକ ଭିଡିଓ ରିଲିଜ ହୋଇଛି । ଦେଖନ୍ତୁ –

ତେବେ ଏଠାରେ ପୁରୁଣା ଗୀତ ବିଷୟରେ କହିବାକୁ ଗଲେ ଏହି ଗୀତଟି ଫିଲ୍ମ ପୂଜା ଫୁଲର ଅଟେ । ଏହି ଗୀତ ଅରିଜିନାଲରେ ଗାଇଥିଲେ ଅନୁରାଧା ପଡୱାଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More