Only for Entertainment

ଖରାପ ନଜରରୁ ରକ୍ଷା କରିବ ଏହି ଛୋଟ ଛୋଟ ଟିପ୍ସ ।

bollywood tadka
56

ଖରାପ ନଜର ଲାଗିବାକ୍ୁ ନେଇ ବିଭିନ୍ନ କଥା ରହିଛି । କୁହାଯାଏ ଖରାପ ନଜର ଲାଗିଲେ ସମସ୍ତ କାମରେ ବାଧାପ୍ରାପ୍ତ ହୋଇଥାଏ । ଛୋଟ ପିଲା ହୁଅନ୍ତୁ ବା ବୟସ୍କ ବା ଅନ୍ୟ କୌଣସି କାର୍ଯ୍ୟ । ତେବେ ଏସବୁକୁ ନେଇ କିଛିକଥା ରହିଛି,କେହି କେହି ଏହାକୁ ବିଶ୍ୱାସ କରୁଥିବା ବେଳେ କେହି କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । ତେବେ ଆସନ୍ତୁ ଆଲୋଚନା କରିବା ସେହିଭଳି କିଛି କଥା ବିଷୟରେ ।

ଯଦି ଆପଣଙ୍କୁ ବିନା କାରଣରେ କେହି ହଇରାଣ କରୁଥାଏ ତେବେ ଗାଧୋଇବା ସମୟରେ ତାହାର ନାମ ଲେଖି ତିନି ଥର ଗୋଇଠା ମାରି ଦିଅନ୍ତୁ । ଏହା କରିବା ଦ୍ୱାରା ଧୀରେ ଧୀରେ ସେହି ସମସ୍ୟା ଦୂର ହୋଇଯିବ ।

ଘର ଉପରେ ଯଦି ଖରାପ ଦୃଷ୍ଟି ପଡ଼ିଥାଏ ତେବେ ଏକ କାଚ ଗ୍ଲାସରେ ପାଣି ନିଅନ୍ତୁ ଏବଂ ସେଥିରେ ପାଣି ଭରି ଦିଅନ୍ତୁ । ଏବେ ଏହାକୁ ଦକ୍ଷିଣ-ପଶ୍ଚିମ କୋଣରେ ରଖନ୍ତୁ । ଏହି ପାଣି ପଛରେ ଏକ ହଳଦିଆ ରଙ୍ଗର ବଲବ ଲଗାଇ ଦିଅନ୍ତୁ ।

ନିଜର ଏବଂ ପିଲାର ନଜର ଛଡ଼ାଇବା ପାଇଁ ଏକ ଜଗରେ ପାଣି ନିଅନ୍ତୁ । ସେଥିରୁ ମଂଜି ବାହାର କରି ଖଣ୍ଡ କରି ପାଣିରେ ପକାନ୍ତୁ । ଏବେ ଏହା ପାଣିରେ ୭ ଥର ନଜର ଛଡ଼ାଇ ପାଣିକୁ ସଡ଼କରେ ଫିଙ୍ଗି ଦିଅନ୍ତୁ ।

ମୁଠାରେ ଲୁଣ ନେଇ ବ୍ୟକ୍ତିର ନଜର ଛଡ଼ାଇ ତାହାକୁ ବହି ଯାଉଥିବା ପାଣିରେ ଭସାଇ ଦିଅନ୍ତୁ ।

ବ୍ୟାପାରରେ ସଫଳତା ପାଇଁ ଘର ବା ଦୋକାନର ଚାରି କୋଣରେ କଂଟା ବାଡ଼େଇ ଦିଅନ୍ତୁ ।

ନୂଆ ଗାଡ଼ି କିିଣିବା ପରେ ଲୋକଙ୍କ ନଜର ପଡ଼ି ଯାଇଥିଲେ ଲାଲ କପଡ଼ାରେ ୮ଟି ଖଜୁରୀ ରଖି ବାନ୍ଧି ଦେଇ ଗାଡ଼ି ଭିତରେ ରଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More