Only for Entertainment

ସାପ କାମୁଡିଲା ପରେ ଶୀଘ୍ର ଆପଣାନ୍ତୁ ଏହି ଘରୋଇ ଉପଚାର !

ablwang.com
0 39

ଜୀବ ମାନଙ୍କ ମଧ୍ୟରୁ ସାପ ସବୁଠାରୁ ଅଧିକ ବିଷାକ୍ତ ଜୀବ ଅଟେ ଏବଂ ଏହାର ନାଁ ଆସିବା ମାତ୍ରେ ଲୋକଙ୍କ ମନ ଭିତରେ ଆତଙ୍କ ସୃଷ୍ଟି ହୋଇଯାଏ । ଗାଁ ହେଉ କିମ୍ବା ସହର ସମସ୍ତ ସ୍ଥାନରେ ସାପର ଭୟ ଲାଗିରହିଥାଏ । ସାପ କାମୁଡିବାର କିଛି କ୍ଷଣ ମଧ୍ୟରେ ଯଦି ଏହାର ସଠିକ ଉପଚାର କରାନଯାଏ ,ତେବେ ଏହାର ପରିଣାମ ସ୍ୱରୂପ ମନୁଷ୍ୟ ମୃତ୍ୟୁର ସମ୍ମୁଖୀନ ହୋଇପାରେ । ତେଣୁ ଏହାର ଉପଚାର ପାଇଁ କିଛି ସରଳ ଘରୋଇ ଉପାୟ ରହିଛି ଯାହାଦ୍ୱାରା ଏହାର ପ୍ରତିକାର କରାଯାଇପାରିବ । ଆସନ୍ତୁ ଜାଣିବା ଏହାର ଉପାୟ ।

୧. ଘିଅ

ସାପ କାମୁଡିବା ପରେ ସାଙ୍ଗେ ସାଙ୍ଗେ ରୋଗୀକୁ ୧୦୦ଏମ.ଏଲ ଘିଅ ଖୁଆଇ ବାନ୍ତି କରାଇଦିଅନ୍ତୁ । ଏହାପରେ ୧୦-୧୫ଥର ଗରମ ପାଣି ପିଆଇ ବାନ୍ତି କରାନ୍ତୁ । ଏହାଦ୍ୱାରା ବିଷର ପ୍ରଭାବ କମ ହୋଇଯାଇଥାଏ ।

୨. ହରଡ ଡାଲି

ହରଡ ଡାଲିକୁ ପେଶି ରୋଗୀଙ୍କୁ ଖୁଆଇବାଦ୍ୱାରା ବିଷର ପ୍ରଭାବ କମ ହୋଇଯାଇଥାଏ । ଏହାବ୍ୟତୀତ ସଂକ୍ରମଣର ଆଶଙ୍କା କମିଥାଏ ।
୩. ରସୁଣ

ସାପ କାଟିବା ଫଳରେ ରସୁଣକୁ ପେଷ୍ଟ କରି ସେଥିରେ ମହୁ ମିଶାଇ ସାପ କାମୁଡିବା ସ୍ଥାନରେ ଲେପ ଲଗାନ୍ତୁ । ଏହାପରେ ସଂକ୍ରମଣରୁ ବଂଚିବା ପାଇଁ ସେହି ବ୍ୟକ୍ତିକୁ ମହୁ ଖୁଆଇଦିଅନ୍ତୁ ।

୪. ହଳଦୀ

ହଳଦୀରେ ଆଂଟିବାୟୋଟିକର ପରିମାଣ ଭରପୂର ମାତ୍ରାରେ ରହିଥାଏ । ତେଣୁ ଆଂଟିବାୟୋଟିକ ହଳଦୀରେ କିଛି ମାତ୍ରାରେ ତେଲ ମିଶାଇ ଘା’ଉପରେ ଲଗାଇ ସେଥିରେ କପଡା ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ରକ୍ତକଣିକାରେ ସାପର ବିଷ ମିଶିବ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More