Only for Entertainment

ହାର୍ଟ ଆଟାକରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ବାଇଗଣ ।

youtube
0 38

ଦୈନନ୍ଦିନ ଜୀବନରେ ଆମେ ବିଭିନ୍ନ ପ୍ରକାର ଫଳ, ପନିପରିବା ଆଦି ଖାଇଥାଉ। ଏସବୁ ସ୍ବାସ୍ଥ୍ୟ ଉପରେ ପକାଇଥାଏ ସକାରାତ୍ମକ ପ୍ରଭାବ। ତେବେ ପ୍ରତିଦିନ ବାଇଗଣ ଖାଇଲେ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ଭରପୂର ମାତ୍ରାରେ ଫାଇବର, ମାଙ୍ଗାନିଜ, ପଟାସିୟମ, ଭିଟାମିନ କେ, ଭିଟାମିନ ବି ଓ ଭିଟାମିନ ସି ରହିଛି। ଏସବୁ ପୋଷକତତ୍ତ୍ୱ ଶରୀର ପାଇଁ ବେଶ୍‌ ଉପଯୋଗୀ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ଶରୀର ଲାଗି ଉପରେ ବାଇଗଣ ଅଧିକ ଉପକାରୀ ସାବ୍ୟସ୍ତ ହୋଇଥାଏ। ବାଇଗଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଏ। କ୍ଷତ ଶୀଘ୍ର ଶୁଖିବାରେ ବାଇଗଣ ସହାୟତା କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More