Only for Entertainment

ରିଲିଜ ହେଲା ଏକ ଭ୍ରମ: ସର୍ବଗୁଣ ସମ୍ପନ୍ନର ନୂଆ ପ୍ରମୋ ।

pinkvilla
36

ଇସକବାଜେ ଅଭିନେତ୍ରୀ ଶ୍ରେନୁ ପରୀଖ ତାଙ୍କର ଅପକମିଂ ମେଗା ଧାରାବାହିକ ଏକ ଭ୍ରମ: ସର୍ବଗୁଣ ସମ୍ପନ୍ନ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏହା ଷ୍ଟାରପ୍ଲସରେ ପ୍ରସାରିତ ହେବ । ଜାହ୍ନବୀ ମିତଲ ଚରିତ୍ରରେ ନଜର ଆସିବେ ଶ୍ରେନୁ । ଯିଏ ଜଣେ ଖୁବ ଧନୀ ପରିବାରର ବୋହୁ । କିନ୍ତୁ ସମସ୍ତଙ୍କ ସାମ୍ନାରେ ଭଲ ବୋହୁ ଭାବରେ ନଜର ଆସୁଥିବା ଜାହ୍ନବୀ ବାସ୍ତବରେ ଭଲ ହୋଇନଥିବେ, ସେ ହିଁ ହୋଇଥିବେ କାହାଣୀର ଖଳନାୟିକା ।

ପ୍ରଥମ ପ୍ରମୋରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ତାଙ୍କ ଭଉଣୀଙ୍କ ସହିତନଜର ଆସିଥିଲେ, କିନ୍ତୁ ଦୁଇଜଣଙ୍କ କଥାବାର୍ତ୍ତା ସମସ୍ତଙ୍କୁ ଭାବିବା ପାଇଁ ଛାଡ଼ି ଦେଇଛି । ନିହାତି ଭାବରେ ଏହି ଚରିତ୍ର ଖୁବ ଇଂଟ୍ରେଷ୍ଟିଙ୍ଗ । କେବଳ ସେତିକି ନୁହେଁ ଏହା ସାମ୍ନାକୁ ଆସିବା ମାତ୍ରେ ପ୍ରଯୋଜକଙ୍କୁ ଏକାଧିକ ଫୋନ କଲ ଆସୁଛି । କାରଣ ଏହା ଜଣେ ଧନୀ ପରବାରର କାହାଣୀ ବାସ୍ତବ କାହାଣୀ ବୋଲି କୁହାଯାଉଛି । ତେଣୁ ସମସ୍ତେ ଜାଣିବା ପାଇଁ ଇଛୁକଯେ ଏହା ତାଙ୍କ ପରବାରର କାହାଣୀ ନୁହେଁ ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More