Only for Entertainment

ସିରିୟଲ କିସରଙ୍କ ଫିଲ୍ମ କ୍ୟାରିୟର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୀତର ଏକ ଝଲକ ।

youtube
0 64

ଉତ୍ତରପ୍ରଦେଶର କନୌଜ ସହରରେ ୨୪ମାର୍ଚ୍ଚରେ ଏହି ଅଭିନେତାଙ୍କ ଜନ୍ମ । ବଲିଉଡ ଜଗତର ‘ସିରିୟସ କିସର’ଭାବେ ପରିଚିତ ଏହି ଅଭିନେତା । ସେ ଆଉ କେହି ନୁହଁନ୍ତି ସମସ୍ତଙ୍କ ପ୍ରିୟ ଇମରାନ ହାସମୀ । ବଲିଉଡ ଜଗତର ସବୁଠାରୁ ହାଇ-ପେଡ ଅଭିନେତା ଅଟନ୍ତି ଇମରାନ । ତାଙ୍କ ଫିଲ୍ମ କ୍ୟାରିୟରରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୀତ ଉପରେ ଆସନ୍ତୁ ଏକ ଛୋଟ ଝଲକ ଦେଖିବା ଏହି ଭିଡିଓରେ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More