Only for Entertainment

ପ୍ରତିଦିନ କ୍ଷୀର ପିଇଲେ ମହିଳା ମାନଙ୍କୁ ହୋଇପାରେ ଏହି ସମସ୍ତ ସମସ୍ୟା ।

Naukri Nama
0 45

କ୍ଷୀର ପିଇବା ଦ୍ୱାରା ଶରୀରକୁ ପ୍ରୋଟିନ୍‌ ମିଳିଥାଏ ବୋଲି ଜାଣିଛୁ। ସେଥିପାଇଁ ଅଧିକାଂଶ ଲୋକ ପ୍ରତିଦିନ କ୍ଷୀର ପିଇଥାନ୍ତି। ଗବେଷଣାରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନ୍ୟୁଟସନ୍‌ଙ୍କ କହିବା ଅନୁଯାୟୀ, ପ୍ରତିଦିନ କ୍ଷୀର ପିଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ରତିଦନ କ୍ଷୀର ପିଇଲେ କ’ଣ ସବୁ କ୍ଷତି ହୋଇଥାଏ।

ସୁଗାର ବଢ଼ାଇଥାଏ

ଶରୀରରେ ସୁଗାର ଅଧିକ ବଢ଼ିଥାଏ। କ୍ଷୀରରେ ଅଧିକ କାର୍ବୋହାଇଡ୍ରେଡ  ଥାଏ। ଏହା ଶରୀରରେ ସୁଗାର ସ୍ତରକୁ ବଢ଼ାଇ ଥାଏ।

ବ୍ରଣ ସମସ୍ୟା

ସର୍ଭେରୁ ଜଣାପଡ଼ିଛି, ପ୍ରତିଦିନ କ୍ଷୀର ପିଉଥିବାଙ୍କ ବ୍ୟକ୍ତିଙ୍କ ମୁହଁରେ ବ୍ରଣ ହୋଇଥାଏ।

କ୍ୟାନସର

ପ୍ରତିଦିନ କ୍ଷୀର ପିଇଲେ କ୍ୟାନସର ହେବାରେ ଆଶଙ୍କା ଥାଏ। କ୍ଷୀର ଜାତୀୟ ପଦାର୍ଥରେ  ଅଧିକ କ୍ୟାଲସିୟମ ଥାଏ। ଫଳରେ  ମହିଳାଙ୍କ ଗର୍ଭାଶୟରେ କ୍ୟାନସର ହେବାର ସମ୍ଭାବନା ଥାଏ।

ହଜମ ହୋଇ ନଥାଏ

ପ୍ରତିଦିନ କ୍ଷୀର ପିଇଲେ ହଜମ ହୋଇ ନ ଥାଏ। ପେଟ ଫୁଲିବା, ଝାଡା ବାନ୍ତି ଓ ଗ୍ୟାସ୍‌ ସମସ୍ୟା ଦେଖାଯାଇଥାଏ।

କୋଲେଷ୍ଟରଲ୍‌ ବଢ଼ିଥାଏ

ଶରୀରରେ କୋଲେଷ୍ଟରଲ ପରିମାଣ  ଅଧିକ ବଢ଼ାଇଥାଏ।  କ୍ଷୀରରେ ଅଧିକ କୋଲେଷ୍ଟରଲ୍‌ ଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More