Only for Entertainment

ସବୁ ଶୁକ୍ରବାର ମୁଁ ନିଜ ଯାତ୍ରା ଆରମ୍ଭ ଶୂନରୁ କରେ : ଦିଲଜିତ ଦୋସାଂଝ !

39

ଗାୟକ ଏବଂ ଅଭିନେତା ଦିଲଜିତ ଦେସାଂଝ ବଲିଉଡର ଦୁଇଟି ଫିଲ୍ମରେ କାମ କରିସାରିଲେଣି ଏବଂ ଏହାସହ ତାଙ୍କର ପଂଜାବୀ ଫିଲ୍ମ ‘ଶଦା’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏସବୁରୁ ପରିଷ୍କାର ଜଣା ପଡୁଛି ଯେ ଦିଲଜିତ ଖୁବ ବ୍ୟସ୍ତ ଅଛନ୍ତି ନିଜ ପେଶାଦାର ଜୀବନଶୈଳୀରେ । କିନ୍ତୁ ତାଙ୍କ କହିବା ମୁତାବକ ସଫଳତାର ସ୍ୱାଦ ଚାଖିବା ପରେ ତାଙ୍କ କାମରେ କୌଣସି ପରିବର୍ତ୍ତନ ହୋଇନାହିଁ , ସେ ଆଗଭଳି କର୍ମଶୀଳ ଅଟନ୍ତି ।

ଏକ ସାକ୍ଷାତକାରେରେ କହିଛନ୍ତି ଯେ ସେ ପ୍ରତି ଶୁକ୍ରବାର ସମସ୍ତଙ୍କ କଳାକାରଙ୍କ ନୂଆ ଯାତ୍ରା ଆରମ୍ଭ ହୋଇଥାଏ । କାରଣ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ ହୋଇଥାଏ, ଫଳରେ ସମସ୍ତ ଅଭିନେତା ଏବଂ ଗାୟକଙ୍କ ମଧ୍ୟ ସଫଳତା ପାଇଁ ପୁଣି ନୂଆ ସଂଘର୍ଷ ଆରମ୍ଭ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More