Only for Entertainment

ଘୋଷ୍ଟ ଷ୍ଟୋରୀଜକୁ କାହିଁକି ବାଛିଲେ ଜାହ୍ନବୀ କପୂର?

57

ଆପଣଙ୍କୁ ଡରାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ଜାହ୍ନବୀ ।ଜାହ୍ନବୀ କପୂର ଖୁବଶୀଘ୍ର ‘ଘୋଷ୍ଟ ଷ୍ଟୋରୀଜ’ରେ ନଜର ଆସିବେ । ନିକଟରେ ଏକ ଇଂଟରଭ୍ୟୁ ଦେଇଛନ୍ତି ଜାହ୍ନବୀ ଏବଂ ଜୋୟା । ଯେଉଁଥିରେ ଜୋୟା ଏବଂ ଜାହ୍ନବୀ ୱେବସିରିଜ ବିଷୟରେ ବିଭିନ୍ନ ଆଲୋଚନା କରିଛନ୍ତି । ଏହି ୱେବସିରିଜ ନେଟଫ୍ଲିକ୍ସରେ ରିଲିଜ ହେବ ।

ଏହି ସିରିଜ ନିର୍ମାଣ କରିବାର ଆଇଡିଆ ଦେଇଥିଲେ କରଣ ଜୋହର । କାରଣ ସେ ଲଭ ଷ୍ଟାରୀ ପରେ ଘୋଷ୍ଟ ଷ୍ଟୋରୀ ନିର୍ମାଣ କରିବାକୁ ଚାହୁଁଥିଲେ । ତେବେ ଏହି ସିରିଜରେ କାମ କରିବା ପାଇଁ ନିଜେ ଜାହ୍ନବୀ ଚୟନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More