Only for Entertainment

ରିଲିଜ୍ ହେଲା ରୋମାଂଟିକ୍ ଗୀତ ନିନ୍ଦେଁ , ଦେଖିବାକୁ ମିଳିଲା କରିଶ୍ମା ଶର୍ମା ଓ ଇମ୍ରାନଙ୍କ ରୋମାନ୍ସ !

27

ରିଲିଜ୍ ହେଲା ରୋମାଂଟିକ୍ ଗୀତ ନିନ୍ଦେଁ । ଜୀତ୍ ଗାଙ୍ଗୁଲିଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ସୋନାଲ୍ ପ୍ରଧାନଙ୍କ ଆକର୍ଷଣୀୟ ଗାୟିକି । ଗୀତରେ ଲିରିକ୍ସର ଭାର ତୁଲାଇଛନ୍ତି ରଶ୍ମି ଭିରାଗ୍ । ୟୁଟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ଏହି ମନଛୁଆଁ ଗୀତରେ ଅଭିନୟ କରିଛନ୍ତି କରିଶ୍ମା ଶର୍ମା ଓ ଇମ୍ରାନ୍ । ଦୁହିଁଙ୍କ ରୋମାନ୍ସ ଏହି ଗୀତଟିକୁ କରିଛି ଆହୁରି ଆକର୍ଷଣୀୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More