Only for Entertainment

ପ୍ରେମ ସପ୍ତାହରେ ଆଖି ମାରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ, ହେଲେ କାହାକୁ?

facebook
0 99

ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରା ଦେଶରେ ପ୍ରିୟା ପ୍ରକାଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତାଙ୍କର ଏହି ଭିଡିଓକୁ ନେଇ ସେଲିବ୍ରିଟି ଏବଂ ରାଜନେତାଙ୍କ ସହ ଯୋଡି ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । କେବଳ ବାହାରେ ନୁହେଁ ଏହାର ଝଲକ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେଉଥିବା ବେଳେ ଏହି ଭିଡିଓରେ ରାଜନେତାଙ୍କୁ ଟ୍ରୋଲ କରାଯାଉଛି । ରାଜନେତା ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ନେଇ ଏହି ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More