Only for Entertainment

ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଜଙ୍ଗଲୀ ଫିଲ୍ମ ଟ୍ରେଲର !

26

ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଫିଲ୍ମ ଜଙ୍ଗଲୀ ବଲିଉଡର ଏଭଳି ଫିଲ୍ମ ହେବାକୁ ଯାଉଛି ଯାହାକୁ ପରିବାର ଏବଂ ଛୋଟ ପିଲା ଆରାମ ରେ ବସି ଦେଖି ପାରିବ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଫ୍ୟାମିଲି ଆକ୍ସନ ଫିଲ୍ମର ଟ୍ରେଲର ଲଂଚ ହେବା ପରେ ୨୦ମିଲିଅନରୁ ଅନେକ ଲୋକ ଦେଖି ସାରିଲେଣି । ସୋସିଆଲ ମିଡିଆରେ ପିଲାମାନଙ୍କ ଅଭିଭାବକ ମଷ୍ଟ ୱାଚ ଫିଲ୍ମ ବୋଲି କହିଛନ୍ତି ।

ବିଦ୍ୟୁତଙ୍କ ରୁପେ ପିଲା ମାନଙ୍କୁ ଇଣ୍ଡିଆନ ଟାର୍ଜନ ରୂପ ଦେଖିବାକୁ ମିଳିବ । ଫିଲ୍ମରେ ଆକ୍ସନ ଏଭଳି ଯାହା ଆପଣ ଆଗରୁ ବି ଦେଖି ନଥିବେ । ଫୁଲ ଆକ୍ସନରେ ଭରପୁର ଏହି ଫିଲ୍ମ ଜଙ୍ଗଲୀ ଜୀବଜନ୍ତୁ ଏବଂ ମଣିଷ ମଧ୍ୟରେ ମିସାଲ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More