Only for Entertainment

କନଫର୍ମ ହେଲା ଫରହାନ ଅଖତରଙ୍କ ବିବାହ ତାରିଖ ।

bollywood tadka
23

ବଲିଉଡ ଆକ୍ଟର ଏବଂ ଡାଇରେକ୍ଟର ଫରହାନ ଅଖତର ଏବେ ତାଙ୍କ ଲଭଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖବର ମୁତାବକ ସେ ଶିବାନୀଙ୍କୁ ଡେଟ କରୁଛନ୍ତି । ଅବଶ୍ୟ ସେ କେବେ ମଧ୍ୟ ତାଙ୍କ ସଂପର୍କକୁ ନେଇ ଖୋଲି କରି କଥା କହିନାହାଁନ୍ତି । କିନ୍ତୁ ନିକଟରେ ଏକ ଶୋ’ରେ ପହଂଚିଥିବା ଫରହାନ କନଫର୍ମ କରି ଦେଇଛନ୍ତିଯେ ସେ ଖୁବଶୀଘ୍ର ଶିବାନୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ନିକଟରେ ଫରହାନ ଭୂମିଙ୍କ ସହିତ ଚ୍ୟାଟ ଶୋ ଟେପକାଷ୍ଟ ସିଜନ ଟୁରେ ପହଂଚିଥିଲେ । ସେଠାରେ ଶିବାନୀ ଫରହାନଙ୍କୁ ଟେପରେ ପଚାରିଲେ ଆମେ ବିବାହ ଅପ୍ରେଲ ନା ମଇରେ କରୁଛୁ । ମୁଁ ବହୁତ ଦ୍ୱନ୍ଦରେ ଅଛି । ଏହି ପ୍ରଶ୍ନରେ ଫରହାନ ଉତ୍ତର ଦେଲେ ଆମେ ୱେଡିଙ୍ଗ ପ୍ଲାନର୍ସଙ୍କ ସହିତକଥା ହେଉଛୁ । ବିବାହ ଅପ୍ରେଲ କିମ୍ବା ମଇରେ ହୋଇପାରେ । ଫରହାନଙ୍କ ଏହିକଥା ଶୁଣି ଫ୍ୟାନ୍ସ ଖୁବ ଖୁସି ହୋଇଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More