Only for Entertainment

ଏକାସହ ନଜର ଆସିଲେ ଫରହାନ ଅଖତରଙ୍କ ଏକ୍ସ-ୱାଇଫ ଅଧୁନା ଏବଂ ଗର୍ଲଫ୍ରେଣ୍ଡ ଶିବାନୀ ଦାଣ୍ଡେକର !

timesnow
30

ଫରହାନ ଅଖତର କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଚର୍ଚ୍ଚା ଫିଲ୍ମ ପାଇଁ ନୁହେଁ ବରଂ ଶିବାନୀ ଦାଣ୍ଡେକରଙ୍କ ରିଲେସନସିପକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବଲିଉଡର ସେଲିବ୍ରିଟି ଅନେକ ସମୟରେ ନିଜ ଭଲ ପାଇବାକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସୋସିଆଲ ମିଡିଆରେ ମଧ୍ୟ ଫଟୋ ଶେୟାର କରିଥାଆନ୍ତି ।

ଏଥିରେ ଯଦି ଆପଣଙ୍କୁ ଲାଗୁଛି ଯେ ଫରହାନଙ୍କ ଏକ୍ସ ୱାଇଫ ଅଧୁନାଙ୍କୁ ଏହାକୁ ନେଇ ଅସୁବିଧା ହେଉଥିବ, ଏହା ବିଲକୁଲ ବି ନୁହେଁ ଯାହାର ପ୍ରମାଣ ମିଳିଛି ଏକ ଫଟୋ ରୁ ।

 

View this post on Instagram

 

#adhunabhabani today for roots premiere league also seen is #shibanidandekar

A post shared by Viral Bhayani (@viralbhayani) on


ଇଂଟରନେଟରେ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଶିବାନୀ ଦାଣ୍ଡେକର ଏବଂ ଅଧୁନା ପାଖାପାଖି ଛିଡା ହୋଇଛନ୍ତି ଏବଂ ହସୁଥିବାର ନଜର ଆସିଛନ୍ତି । ଫଟୋ ଦେଖି ଯାହା ଅନୁଭବ ହେଉଛି ଦୁହିଁଙ୍କ ମଧ୍ୟରେ କିଛି ରାଗରୋଷ ନାହିଁ ।

 

View this post on Instagram

 

#shibanidandekar and #adhunabhabani

A post shared by Viral Bhayani (@viralbhayani) on


ଏହାମଧ୍ୟରେ ଖବର ଶୁଣିବାକୁ ମିଳିଛି ଯେ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ବିବାହ କରିବାକୁ ଯାଉଛନ୍ତି , ମାତ୍ର ଦୁହିଁଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More