Only for Entertainment

ଶ୍ରଦ୍ଧା କପୁରଙ୍କ ସହିତ ବ୍ରେକଅପ ପରେ ଏହି ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ଫରହାନ ଅଖତର ।

DNA India
0 32

ଅଭିନେତା ଫରହାନ ଅଖତର ପତ୍ନୀ ଅଧୁନା ଭବାନୀଙ୍କ ସହିତ ୧୭ ବର୍ଷର ବିବହ ତୁଟାଇବା ପରେ ତାଙ୍କ ନାମ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହିତ ଯୋଡି ହୋଇଥିଲା । କିନ୍ତୁ ଦୁହିଁଙ୍କ ରିଲେସନସିପ କୌଣସି କାରଣରୁ ଆଗକୁ ବଢି ପାରିଲା ନାହିଁ । ଏବେ ଫରହାନଙ୍କ ଲଭ ଲାଇଫକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଶ୍ରଦ୍ଧା କପୁରଙ୍କ ସହିତ ବ୍ରେକଅପ ହେବା ପରେ ଅଭିନେତା ଫରହାନ ଅଖତର ନାମ ଏକ ନୂଆ ଅଭିନେତ୍ରୀଙ୍କ ସହିତ ଚର୍ଚ୍ଚାରେ ରହିଛି ।

shivani

ରିପୋର୍ଟ ଅନୁସାରେ ଫରହାନ ଏବେ ସିଙ୍ଗର-ଆକ୍ଟର ଶିବାନୀ ଦାଣ୍ଡେକରଙ୍କୁ ଡେଟ କରୁଛନ୍ତି । ଦୁହିଁଙ୍କ ସାକ୍ଷାତ ୨୦୧୫ରେ ହୋଇଥିଲା । ଏବେ ଦୁହେଁ ଏକା ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବା ଦେଖିବାକୁ ମିଳିଛି । କହିରଖୁଛୁ ଯେ ଶିବାନୀ ହେଉଛନ୍ତି ପ୍ରସିଦ୍ଧ ଭିଜେ, ଆଙ୍କର ଅନୁଷ୍କା ଦାଣ୍ଡେକରଙ୍କ ଭଉଣୀ ।

କହିରଖୁଛୁ ଯେ ଶିବାନୀ ନିକଟରେ ଅର୍ଜୁନ କପୁରଙ୍କ ସହିତତ ଭାବେଶ ଯୋଶୀ ସୁପହିରୋରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More