Only for Entertainment

ବକ୍ସର ଭୂମିକାରେ ନଜର ଆସିବେ ଫରହାନ ଅଖତର, ଶେୟାର କଲେ ଭିଡିଓ !

18

ଫରହାନ ଅଖତର କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ଫରହାନଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ଆଜ୍ଞା ହଁ, ଫରହାନ ଖୁବ ଶୀଘ୍ର ଅପକମିଂ ଫିଲ୍ମ ତୁଫାନରେ ନଜର ଆସିବେ । ଏହି ଫିଲ୍ମରେ ସେ ବକ୍ସର ଭୂମିକାରେ ନଜର ଆସିବେ । ଫରହାନ ନିଜ ଆଗାମୀ ଫିଲ୍ମ ତୁଫାନ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ଏକ ଭିଡିଓ ଶେୟାର କରି ନିଜ ବକ୍ସିଂ ପ୍ରାକ୍ଟିସ ଏବଂ ପଚିଂ ବ୍ୟାଗକୁ ପଂଚ କରୁଥିବାର ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମରେ ଆଉ କୌଣସି କାଷ୍ଟଙ୍କ ବିଷୟରେ ଖୁଲାସା କରାଯାଇନାହିଁ । ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଫିଲ୍ମ ପରଦରେ ରିଲିଜ ହୋଇପାରେ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଓମ ପ୍ରକାଶ ମେହେରା । ରାକେଶ ଓମ ପ୍ରକାଶ ମେହେରା କହିଥିଲେ ଯେ ଅଜୁଂମ ରାଜାବାଲୀ ବକ୍ସରଙ୍କ ଏହି ସୁନ୍ଦର ଲଭଷ୍ଟୋରୀ ଲେଖିଥିଲେ । ଏଥିରେ ବାସ୍ତବିକ ଜୀବନ ନାହିଁ, ଏହା କାଳ୍ପନିକ ଚରିତ୍ର ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More