Only for Entertainment

ଫରହାନ ଅଖତର ହାର୍ଟ ଇମୋଜୀ ଦେଇ ଶିବାନୀଙ୍କ ପୋଟ୍ରେଟ କଲେ ଶେୟାର !

19

ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସ୍ୱର ଏବଂ ଅଭିନୟର ଯାଦୁ ମଚାଇଥିବା ଫରହାନ ଅଖତର ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି , ଯିଏ ନିଜର ଲଭ ଲାଇଫ ଉପରେ ଖୋଲାଖୋଲି ଭାବେ କଥା ହୋଇଥାଆନ୍ତି । ଫରହାନ ଅନେକ ସମୟରେ ନିଜର ଏବଂ ନିଜ ଗର୍ଲଫ୍ରେଣ୍ଡ ଶିବାନୀଙ୍କର ସହ ସୁନ୍ଦର ସୁନ୍ଦର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି ନିଜ ସୋସିଆଲ ମିଡିଆ ଅକାଉଂଟରେ । ଯାହାକୁ ଫ୍ୟାନ୍ସମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଫରହାନ ଶିବାନୀଙ୍କର ଏକ ଫଟୋ ଶେୟାର କରିଛନ୍ତି । ସେ ଏହି ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହା ଶିବାନୀଙ୍କ ବ୍ଲାକ ଆଣ୍ଡ ହ୍ୱାଇଟ ପୋଟ୍ରେଟ ଅଟେ । ଫରହାନ ଏହାକୁ ହାର୍ଟର ଇମୋଜି ସହ ଶେୟାର କରିଛନ୍ତି ।

 

View this post on Instagram

 

Portrait. @shibanidandekar ❤️#blackandwhitephotography #mood #throwback #madrid

A post shared by Farhan Akhtar (@faroutakhtar) on

ଫରହାନଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରାକେଶ ଓମପ୍ରକାଶ ମେହେରାଙ୍କ ଫିଲ୍ମ ‘ତୁଫାନ’ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି । ଏହି ଫିଲ୍ମରେ ସେ ବକ୍ସର ଭୂମିକାରେ ନଜର ଆସିବେ । ଫରହାନ ଏହି ଭୂମିକା ପାଇଁ ପ୍ରସ୍ତୁତି ଆରମ୍ଭ କରତି ସାରିଲେଣି । ଏହାବ୍ୟତୀତ ସେ ଦ ସ୍କାଇ ଇଜ ପିଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More