Only for Entertainment

ପୁଣିଥରେ ଫରହାନ ଶିବାନୀଙ୍କ ପାଇଁ ଜତାଇଲେ ପ୍ରେମ, ଶେୟାର କଲେ ଫଟୋ !

40

ବଲିଉଡ ଅଭିନେତା ଫରହାନ ଅଖତର କିଛି ଦିନ ହେବ ଶିବାନୀ ଦାଣ୍ଡେକରଙ୍କୁ ଡେଟ କରୁଛନ୍ତି । ତେବେ ଦୁହିଁଙ୍କ ଫଟୋ ସବୁବେଳେ ଭାଇରାଲ ହେଉଛି । ନିକଟରେ ଫରହାନ ନିଜ ଇନଷ୍ଟାଗ୍ରାମରେ ଗର୍ଲଫ୍ରେଣ୍ଡ ଶିବାନୀଙ୍କ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଶିବାନୀ ନିଜ କୁକୁର ସହ ବାଲକୋନି ଛିଡା ହୋଇଛନ୍ତି ।

 

View this post on Instagram

 

Looking out for each other .. ❤️❤️ @shibanidandekar #jimstagram #besties #morningvibes

A post shared by Farhan Akhtar (@faroutakhtar) on

ଏହାସହ ଫରହାନ କ୍ୟାପଶନ ଲେଖିଛନ୍ତି ‘ଦୁହେଁ ଦୁହିଁଙ୍କ ରାସ୍ତାକୁ ଚାହିଁ ରହିଛୁ । ଏଠାରେ ଆମେ କହି ରଖୁଛୁ ଯେ କିଛି ଦିନ ପୂର୍ବେ ଶିବାନୀ ଏବଂ ଫରହାନ ଡେରି ରାତିରେ ଡିନର ଡେଟରେ ସ୍ପଟ ହୋଇଥିଲେ । ସୋସିଆଲ ମିଡିଆରେ ଶିବାନୀ ଏବଂ ଫରହାନଙ୍କ ଡିନର ଡେଟର ଫଟୋ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଯୋଡି ନିଜ ସମ୍ପର୍କକୁ ନେଇ ଖୁବ ସିରିୟସ ଅଛନ୍ତି ଏବଂ ଖୁବ ଶୀଘ୍ର ଦୁହେଁ ବିବାହ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More