Only for Entertainment

କପୂର ସିଷ୍ଟର ଙ୍କ ଯୋଡି ପୁଣି ଥରେ ଲଗାଇଲା ଗ୍ଲାମରସ ତଡକା, ଦେଖନ୍ତୁ ଫଟୋ ।

26

ଅଭିନେତ୍ରୀ ଜାହ୍ନବୀ କପୂର ନିଜ ଷ୍ଟାଇଲ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ଧଡକ ଫିଲ୍ମରେ ଡେବ୍ୟୁ କଲା ପରେ ତାଙ୍କର ଫ୍ୟାନ୍ସ ବଢିବାକୁ ଲାଗିଛନ୍ତି। କଥା ହେଉଛି ଯେ ତାଙ୍କର ଅଧିକାଂଶ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ସେ ସିଂପଲ ଲୂକ ହେଉ କିମ୍ବା ଗ୍ଲାମରସ ଲୂକ । ନିକଟରେ ଦିଲ୍ଲୀରେ ଏକ ଲଚିଂ ପ୍ରୋଗ୍ରାମ ଜାହ୍ନବୀଙ୍କ ହଟ ଅନ୍ଦାଜ ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମ ରେ କେବଳ ଜାହ୍ନବୀ ନୁହନ୍ତି ତାଙ୍କ ଭଉଣୀ ଖୁସି, ବାପା ବୋନି କପୂର, ଅନୀଲ କପୂର ଏବଂ କପୁରଙ୍କ ଫ୍ୟାମିଲି ଉପସ୍ଥିତ ଥିଲେ ।

 

ଦିଲ୍ଲୀରେ ଅନୁଷ୍ଠିତ ଷ୍ଟିଫାନୋ ରିସି ଷ୍ଟୋରର ଲଚିଂ କାର୍ଯ୍ୟକ୍ରମ ରେ ହଟ ଲୁକରେ ନଜର ଆସିଥିଲେ ।

ସେହିଭଳି ଖୁସି ଜାହ୍ନବୀଙ୍କ ଠାରୁ କିଛି କମ ଦିଶୁନଥିଲେ । ସେହି କାର୍ଯ୍ୟକ୍ରମ ରେ ସଂଜୟ କପୂର ଙ୍କ ଝିଅ ସନାୟା ମଧ୍ୟ ଉପସ୍ଥିତ ଥିଲେ ।

ଏହି ଷ୍ଟୋର ଲଞ୍ଚ କାର୍ଯ୍ୟକ୍ରମ ରେ ସବାନା ଆଜମୀ ମଧ୍ୟ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More