Only for Entertainment

୨ ବର୍ଷର ଝିଅ ବାପାଙ୍କ ସହ ମିଶି କଲା ଏଭଳି ଆକ୍ଟିଂ, ଭାଇରାଲ ହେଲା ଭିଡିଓ ।

ndtv
61

ବାପା ଏବଂ ଝିଅର ବଣ୍ଡିଂକୁ ଶବ୍ଦରେ ପ୍ରକାଶ କରିହେବ ନାହିଁ । ଝିଅ ପାଇଁ ତାର ବାପା ସୁପରହିରୋ ହୋଇଥାନ୍ତି । ସୋସିଆଲ ମିଡିଆରେ ଏବେ ଏପରି ଜଣେ ବାପା-ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି । ଆପଣ ଦେଖିବା ପରେ ଭିଡିଓକୁ କ୍ୟୁଟ ନ କହି ରହିପାରିବେନି ।

ଭିଡିଓରେ ବାପା ଏବଂ ଝିଅ ‘ମରୁନ ୫’ ର ପପୁଲାର ସଙ୍ଗ ‘ଗର୍ଲସ ଲାଇକ ୟୁ’ରେ ଲିପସିଂ କରିଥିବାର ନଜର ଆସିଛନ୍ତି । ୨ ବର୍ଷର ଝିଅ ମାୟଲା ବାପାଙ୍କ ସହିତ ଗାଧୋଇବା ପରେ ବାଥରୁମରେ ଲିପସିଂ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ମାୟଲାଙ୍କ ମା ରେର୍କଡ କରିଛନ୍ତି । ଏହାକୁ ଇଂଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଅପଲୋଡ କରାଯାଇଛି ଯାହାକୁ ଏପର୍ଯୟନ୍ତ ଲକ୍ଷରର ଅଧିକ ଭ୍ୟୁଜ ମିଳିସାରିଛି । ସବୁଠାରୁ ବଡ କଥା ହେଉଛି ଏହି ଭିଡିଓ ‘ମରୁନ ୫’ ପର୍ଯ୍ୟନ୍ତ ପହଁଚି ସାରିଛି ଏବଂ ସେମାନେ ଏହି ଭିଡିଓରେ ରିଟ୍ୱିଟ ମଧ୍ୟ କରିଛନ୍ତି । ଲୋକମାନଙ୍କୁ ଝୁଆଟିର କ୍ୟୁଟ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More