Only for Entertainment

ବାପା ଭିନ୍ନ ଅନ୍ଦାଜରେ ଖୁଆଇଲେ ଝିଅକୁ, ଭିଡିଓ ଭାଇରାଲ !

28

ସୋସିଆଲ ମିଡିଆରେ ଏକ ଭିଡିଓ ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ଦେଖି ଆପଣ ନିଜ ହସକୁ ରୋକି ପାରିବେ ନାହିଁ । କୁହାଯାଏ ଯେ, ଛୁଆ ମାନଙ୍କୁ ଖାଦ୍ୟ ଖୁଆଇବା କାଠିକର ପାଠ । କିନ୍ତୁ ଏଠାରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ବାପା ଛୁଆକୁ କିଛି ନିଆରା ଅନ୍ଦାଜରେ ଖୁଆଉଛନ୍ତି । ଯାହାକୁ ଦେଖି ଆପଣ ହସି ହସି ପଡିଯିବେ । ନିଆରା ଅନ୍ଦାଜକୁ ଦେଖି ଛୁଆ ମଧ୍ୟ ଭୟରେ କିଛି ହଇରାଣ ହରକତ ନକରି ଖାଦ୍ୟ ଖାଇ ଦେଉଛି । ଏହି ଭିଡିଓ ଖୁବ ଶେୟାର ହେବାରେ ଲାଗିଛି ।

ଭିିଡିଓ ଭାରତ ବାହାରର ବୋଲି କୁହାଯାଉଛି । ଟିକଟକର ଏହି ଭିଡିଓକୁ ଖୁବ ଶେୟାର କରାଯାଉଛି । ଭିଡିଓଟି ଦୃତ ଗତିରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More