Only for Entertainment

ଘରର କେଉଁ ସ୍ଥାନରେ ଘଡ଼ି ଲଗାଇବା ଉଚିତ ।

ali express
39

ଘରେ କୌଣସି ଜିନିଷକୁ ଭୁଲ ସ୍ଥାନରେ ରଖିବା ଦ୍ୱାରା ଏହାର ଖରାପ ବାସ୍ତୁ ପ୍ରଭାବ ଘର ଉପରେ ଫଡ଼ିଥାଏ । ଯାହା ଦ୍ୱାରା ବିଭନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । ଅଧିକାଂଶ ଲୋକଙ୍କ ନଜର ଘରେ ଥିବା ଘଡ଼ି ଉପରେ ପଡ଼ିଥାଏ । ତେଣୁ ଏହା ଘରର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । କିନ୍ତୁ ଏହାକୁ ସଠିକ ଦିଗରେ ଲଗାଇବା ଉଚିତ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘଡ଼ିକୁ ଘର ବା ଅଫିସର ପୂର୍ବ,ପଶ୍ଚିମ ବା ଉତ୍ତର ଦିଗରେ ଲଗାଇବା ଉଚିତ । କୁହାଯାଏଯେ ଏହା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ । ତେଣୁ ଏହି ଦିଗରେ ଘନି ଲଗାଇବା ଦ୍ୱାରା ସମୟ ଭଲ ଚାଲେ ।

ଦକ୍ଷିଣ ଦିଗକୁ ଯମର ଦିଗ କୁହାଯାଏ । ତେଣୁ ଦକ୍ଷିଣ ଦିଗରେ ଘଡ଼ି ଲଗାଇବା ଅନୁଚିତ । ଏହି ଦିଗରେ ଘଡ଼ି ଲଗାଇବା ଦ୍ୱାରା ପ୍ରତ୍ୟେକ କାମରେ ବାଧା ସୃଷ୍ଟି ହୋଇଥାଏ ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More