Only for Entertainment

ଅଜଗର ଏବଂ କୁମ୍ଭୀର ମଧ୍ୟରେ ହେଲା ଖତରନାକ ଲଢେଇ, ଦେଖନ୍ତୁ କିଏ କାହା ଉପରେ ପଡିଲା ଭାରୀ !

34

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଆପଣ ଜାଣିଥିବେ ଅଜଗର ଏବଂ କୁମ୍ଭୀର ଦୁହେଁ ଖୁବ ଭୟଙ୍କର ଜୀବ ଅଟନ୍ତି । ଯାହାକୁ ଦେଖି କେହି ବି ଡରି ଯାଆନ୍ତି , କିନ୍ତୁ ଆପଣ ଜାଣନ୍ତି କି ଏମାନଙ୍କ ମଧ୍ୟରୁ କିଏ ଅଧିକ ଶକ୍ତିଶାଳୀ । ଫ୍ଲୋରିଡାର ଏକ ନ୍ୟାସନାଲ ପାର୍କରେ ଅଜଗର ଏବଂ କୁମ୍ଭୀରର ଭୟଙ୍କର ଲଢେଇ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିହିଆରେ ଭାଇରାଲ ହେବାରେ ଲାଗିଛି ।

ଫ୍ଲୋରିଡାରେ ରହୁଥିବା ରିଚ କୃଗର ଏହି ଭିଡିଓ ଫେସବୁକରେ ପୋଷ୍ଟ କରିଛନ୍ତି । ରିଚଙ୍କ କହିବା ମୁତାବକ ଏହି ଅଜଗର ୧୦ଫୁଟ ଲମ୍ବା ଥିଲା ମାତ୍ର କୁମ୍ଭୀର ଠାରୁ ହାରି ଯାଇଛି । ଅଜଗରକୁ ହରାଇ କୁମ୍ଭୀର ନଦୀରୁ ବାହାରି ଆରାମ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More