Only for Entertainment

ଆଉ ରିଲିଜ ହେବ ନାହିଁ ଫିଲ୍ମ .ଜାଣନ୍ତୁ କାହିଁକି?

newsx
0 49

କର୍ଣ୍ଣାଟକ ଫିଲ୍ମ ପ୍ରେମୀଙ୍କ ପାଇଁ ଏହା ଏକ ଚିନ୍ତାଜନକ ବିଷୟ ହୋଇପାରେ । ବାସ୍ତବରେ ଆସନ୍ତା ସପ୍ତାହ ୯ ମାର୍ଚ୍ଚରୁ କର୍ଣ୍ଣାଟକର ସିନେମା ଘରେ କୌଣସି ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଦର୍ଶନ ହେବ ନାହିଁ ।

ଏହି ସମୟରେ ଡିଜିଟାଲ ସର୍ଭିସ ପ୍ରୋଭାଇଡର ଏବଂ କର୍ଣ୍ଣାଟକ ଫିଲ୍ମ ଚ୍ୟାମ୍ବର ବା ସାଉଥ ଇଣ୍ଡିଆନ ଫିଲ୍ମ ଚ୍ୟାମ୍ବରରେ ମତଭେଦ ଚାଲୁଛି । ଫିଲ୍ମ ଚ୍ୟାମ୍ବର ଅଭିଯୋଗ କରିଛିଯେ ଡିଜିଟାଲ ସର୍ଭିସ ପ୍ରୋଭାଇଡର ଖୁବ ଅଧିକ ଭଟୁଆଲ ପ୍ରିଂଟ ଫିସ ନେଉଛି । ଯେଉଁ ପର୍ଯ୍ୟନ୍ତ ଏହି ମାମଲାର ସମାଧାନ ନହୋଇଛି ସେହି ପର୍ଯ୍ୟନ୍ତ ସିନେମାଘରେ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରଦର୍ଶନ ବନ୍ଦ ରହିବ ।

ଦକ୍ଷିଣ ଭାରତରେ ଶୁକ୍ରବାରକୁ କନ୍ନଡ଼,ତାମିଲ,ମଲୟାଲାମ ଓ ତେଲୁଗୁ ଫିଲ୍ମ ମୁଖ୍ୟତଃ ରିଲିଜ ହୋଇଥାଏ । କିନ୍ତୁ ୯ ମାର୍ଚ୍ଚ ଠାରୁ ସିନେ ପ୍ରେମୀ ମାନେ ଏହି ସୁଯୋଗରୁ ବଂଚିତ ହେବେ । ତେବେ କର୍ଣ୍ଣାଟକରେ କେତେକ ବଲିଉଡ ଫିଲ୍ମ ହିନ୍ଦୀର ଡବିଂ ପରେ ରିଲିଜ ହୁଏ । ତେବେ ଏହାର ବ୍ୟାନ ଏହା ବଲିଉଡ ଫିଲ୍ମ ଉପରେ ପ୍ରଭାବ ପକାଇବାରେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More