Only for Entertainment

ଫିଲ୍ମ ‘ନିକମ୍ମା’ର ଫଷ୍ଟ ଲୁକ ରିଲିଜ, ଫଟୋରେ ନଜର ଆସିଲା ଷ୍ଟାର୍ସଙ୍କର ମସ୍ତୀଭରା ଅନ୍ଦାଜ

44

ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦାସାନୀ ଖୁବଶୀଘ୍ର ଫିଲ୍ମ ‘ନିକମ୍ମା’ରେ ନଜର ଆସିବେ । କହିରଖୁଛୁ ଫିଲ୍ମର ଫଷ୍ଟ ଲୁକ ରିଲିଜ ହୋଇଛି । ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ଶର୍ଲି ସେତିୟା ବଲିଉଡରେ ଡେବ୍ୟୁ କରୁଛନ୍ତି ।

 

ନିକଟରେ ରିଲିଜ ହୋଇଥିବା ପୋଷ୍ଟରରେ ଅଭିମନ୍ୟୁ ଏବଂ ଶର୍ଲି ସେତିୟା ଏକା ସାଙ୍ଗରେ ନଜର ଆସିଛନ୍ତି । ଫଟୋରେ ଦୁଇଜଣଙ୍କ ବିନ୍ଦାସ ଲୁକ ନଜର ଆସିଛି । ଆକ୍ଟର ଅଭିମନ୍ୟୁଙ୍କର ଏହା ଦ୍ୱିତୀୟ ଫିଲ୍ମ । ଅଭିମନ୍ୟୁଙ୍କୁ ଏହା ପୂର୍ବରୁ ‘ମର୍ଦ୍ଦ କୋ ଦର୍ଦ ନହିଁ ହୋତା’ରେ ଦେଖିବାକୁ ମିଳିଥିଲା ।

 

ଫିଲ୍ମ ‘ନିକମ୍ମା’ ୫ ଜୁନକୁ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସବୀର ଖାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More