Only for Entertainment

ଏହି ଫିଲ୍ମରେ ନଜର ଆସିବେ ମୋଦିଙ୍କ କାର୍ବନ କପି ।

aajtak
0 44

କେରଳର କାୟନୁର କସବେରେ ରହୁଥିବା ଏମପି ରାମଚନ୍ଦ୍ରନ ଗତ ବର୍ଷ ସେହି ସମୟରେ ପ୍ରସିଦ୍ଧ ହୋଇ ଯାଇଥିଲେ,ଯେତେବେଳେ ତାଙ୍କର ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବାର ଫଟୋ ଉଠା ଯାଇଥିଲା । ତାହା ଖୁବ ଭାଇରାଲ ମଧ୍ୟ ହୋଇଥିଲା । ରାମଚନ୍ଦ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଦେଖା ଯାଉଛନ୍ତି । ଏବେ ଏବେ ରାମଚନ୍ଦ୍ରନ ଏକ କନ୍ନଡ଼ ଫିଲ୍ମରେ ମୋଦିଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ।

ଷ୍ଟେମେଂଟ ୮/୧୧ ନାମକ ଏହି କନ୍ନଡ଼ ଫିଲ୍ମ ବିମୂଦ୍ରିକରଣ ଉପରେ ଆଧାରିତ । ଏହା ଅପ୍ପି ପ୍ରସାଦଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଉଛି । ମିଡିଆରେ ରାମଚନ୍ଦ୍ର କହିଛନ୍ତିଯେ ସେ ଫିଲ୍ମରେ ୩ରୁ ୪ଟି ଦୃଶ୍ୟରେ ନଜର ଆସିବେ ।

୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଏବଂ ୧୦୦୦ ଟଙ୍କା ନୋଟ ବଦଳରେ ନୂଆ ନୋଟ ଆଣିବା ପାଇଁ ଘୋଷଣା କରିଥିଲେ । ଏବେ ଏହା ଉପରେ ବାଙ୍ଗାଲୁରର ଏକ ଫିଲ୍ମ ପ୍ରଡକ୍ସନ ଫିଲ୍ମ ନିର୍ମାଣ କରୁଛନ୍ତି । ତାହା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More