Only for Entertainment

ଫିଲ୍ମ ଫେୟର ୨୦୧୯ରେ ଖେଳିଗଲା ଅର୍ଜୁନ କପୁରଙ୍କ ହ୍ୟାଟ ଲୁକ, ଫଟୋ ଭାଇରାଲ ।

aajtak
33

ଫିଲ୍ମଫେୟର ଆୱାର୍ଡ଼ର ୬୪ ତମ ସଂସ୍କରଣରେ ଖେଳି ଯାଇଥିଲା ଅର୍ଜୁନ କପୁରଙ୍କ ହ୍ୟାଟ ଲୁକ । କୋର୍ଟ, ପ୍ୟାଂଟ ଏବଂ ହ୍ୟାଟ ପିନ୍ଧି ଇଭେଂଟରେ ନଜର ଆସିଥିଲେ ଅର୍ଜୁନ । ଏହା ସହିତ ନିଶ ଏବଂ ବଡ଼ ଫ୍ରେମ ଥିବା ଚଷମା । କହିରଖୁଛୁଯେ ଚଳିତ ଦିନ ମାନଙ୍କରେ ଅର୍ଜୁନ ଯେଉଁ ସ୍ଥାନକୁ ମଧ୍ୟ ଯାଉଛନ୍ତି ସୁଟ ବୁଟରେ ନଜର ଆସୁଛନ୍ତି । ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହରେ ମଧ୍ୟ ଏହିଭଳି ଲୁକରେ ପହଂଚିଥିଲେ ଅର୍ଜୁନ ।

ସୋସିଆଲ ମିଡିଆରେ ଏହି ଲୁକରେ ଅର୍ଜୁନଙ୍କର କେତେକ ଫଟୋ ମଧ୍ୟ ରହିଛି । କୁହାଯାଉଛି ସେ ଏକ ଫିଲ୍ମ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଆଗାମୀ ଫିଲ୍ମରେ ହୁଏତ ସେ ଏହିଭଳି ଲୁକରେ ନଜର ଆସିପାରନ୍ତି ।

ସୋସିଆଲ ମିଡିଆରେ ଅର୍ଜୁନଙ୍କ ଏହି ଫଟୋକୁ ଖୁବ ଲାଇକ ଏବଂ ଷାୟାର କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More