Only for Entertainment

ବ୍ରେକଅପର ୩ ବର୍ଷ ପରେ କ୍ୟାଟ୍ରିନାଙ୍କ ସହିତ କିଛି ଏପରି ଅନ୍ଦାଜରେ ନଜର ଆସିଲେ ରଣବୀର କପୁର

bollywood tadka
34

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଅଭିନେତା ରଣବୀର କପୁରଙ୍କ କିଛି ଫଟୋ ଏବେ ସୋସିଆ ଲ ମିଡିଆରେ ଭାଇ ରାଲ ହେବାରେ ଲାଗିଛି । ଏହି ଫଟୋ ଶନିବାର ଆୟୋଜିତ ହୋଇଥିବା ୬୪ ତମ ଫିଲ୍ମଫେୟାର ଆୱାର୍ଡ ୨୦୧୯ରେ ଉଠାଯାଇଛି । ଭାଇରାଲ ହେଇଥିବା ଏହି ଫଟୋରେ କ୍ୟାଟ୍ରିନା ଏବଂ ରଣବୀର କପୁର ପରସ୍ପକୁ ହଗ କରୁଥିବାର ନଜର ଆସିଛନ୍ତି ।

ଫଟୋରେ କ୍ୟାଟ୍ରିନା ଏବଂ ରଣବୀର ଖୁବ ଖୁସିଥିବା ଦେଖିବାକୁ ମିଳିଛି । ଏହି ଫଙ୍କସନରେ କ୍ୟାଟ୍ରିନା ସିଲଭର କଲର ଗାଉନରେ ନଜର ଆସିଥିବା ବେଳେ ରଣବୀରଙ୍କୁ ସୁଟରେ ଦେଖିବାକୁ ମିଳିଥିଲା ।

 

କହିରକୁଛୁ ଯେ, ଦୁହେଁ ୩ ବର୍ଷ ପରେ ଏକା ସହିତ ନଜର ଆସିଛନ୍ତି । ଅସଲରେ ୨୦୦୯ରେ ଦୁହିଁଙ୍କ ଅଫେ ୟରକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ କୌଣସି କାରଣରୁ ଦୁହେଁ ୨୦୧୬ରେ ଅଲଗା ହୋଇ ଗଲେ ।

ବ୍ରେକଅପ ପରେ କ୍ୟାଟ୍ରିନା ରଣବୀରଙ୍କୁ ନାପସନ୍ଦ କରୁଛନ୍ତି । କାରମ ବ୍ରେକଅପର କାରଣ ରଣବୀରଙ୍କ ଧୋକା ବୋଲି ଶୁଣିବାକୁ ମିଳିଥିଲା । ସେବେଠାରୁ ଏପର୍ଯ୍ୟନ୍ତ ଦୁହେଁ ପରସ୍ପର ଠାରୁ ଦୂରେଇ ଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More