Only for Entertainment

ଝିଅକୁ ପୋଲିଓ ଦେବା ଲାଗି ମନା କରିବାରୁ ଏବେ ଫବାଦ ଖାନଙ୍କ ବିରୁଦ୍ଧରେ ମାମଲା ରୁଜୁ !

26

ପାକିସ୍ତାନୀ ଅଭିନେତା ଫବାଦ ଖାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଅସଲରେ ଫବାଦଙ୍କ ପତ୍ନୀ ନିଜ ଝିଅକୁ ପୋଲିଓ ଦେବା ମନା କରିଦେଇଥିଲେ, ଯେଉଁ କାରଣରୁ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ଲାହୋର ପୁଲିସ ପୋଲିଓ ଟିମଙ୍କ ଲିଖିତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ପୋଲିଓ ଟିମ ଫୈସଲ ସହର ସ୍ଥିତ ଫବାଦଙ୍କ ଘରକୁ ପୋଲିଓ ଦେବା ଲାଗି ଯାଇଥିଲେ ମାତ୍ର ତାଙ୍କ ପତ୍ନୀ ପୋଲିଓକୁ ବିରୋଧ କରିଥିଲେ ଏବଂ ଟିମ ସହ ଖରାପ ବ୍ୟବହାର ମଧ୍ୟ କରିଥିଲେ । ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ପାକିସ୍ତାନ ଏଭଳି ୩ଟି ଦେଶ ମଧ୍ୟରୁ ଗୋଟିଏ ଦେଶ ଅଟେ , ଯେଉଁଠି ପୋଲିଓ ରୋଗରେ ଅନେକ ଶୀକାର । ଆଉ ଦୁଇଟି ଦେଶ ନାଇଜେରିଆ ଏବଂ ଆଫଗାନିସ୍ତାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More