Only for Entertainment

ହିଜାବ ଏବଂ ଚେହେରାରେ ମାସ୍କ ପିନ୍ଧି ରେସଲିଂ କରନ୍ତି ଏହି ମହିଳା, ଦେଖନ୍ତୁ ଭିଡିଓ !

The Hindu
61

ମାଲେସିଆରେ ପ୍ରୋ-ରେସିଂ ଖୁବ ପପୁଲାର ଅଟେ । ଲୋକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରନ୍ତି । ପ୍ରୋ-ରେସଲିଂରେ ଜଣେ ମହିଳା ରେସଲର ଚର୍ଚ୍ଚାରେ ରହିଛନ୍ତି । କାହିଁକି ନାଁ ସେ ହିଜାବ ପିନ୍ଧି ଲଢେଇ କରନ୍ତି । ତାଙ୍କ ନାଁ ହେଉଛି ‘ନୋର ଫିୟନିକ୍ସ ଡାଏନା’ । ସେ ମାଲେସିଆ ପ୍ରୋ-ରେସଲିଂରେ ପ୍ରଥମ ମହିଳା ଅଟନ୍ତି ଯିଏ ପୁରୁଷ ରେସଲରଙ୍କ ସହ ଫାଇଟ କରନ୍ତି । ୧୯ବର୍ଷୀୟ ଡାଏନା ପ୍ରଥମ ହିଜାବୀ ମହିଳା ଅଟନ୍ତି , ଯିଏ ପୁରୁଷ ଏବଂ ମହିଳା ଦୁହିଁଙ୍କ ସହ ଲଢେଇ କରନ୍ତି ।
ଡାଏନା ୨୦୧୫ରେ ରେସଲିଂ କରିବା ଆରମ୍ଭ କରିଥିଲେ । ସେ ପିଲା ଦିନରୁ ଫାଇଟର ହେବାକୁ ଚାହୁଁଥିଲେ ।

 

View this post on Instagram

 

3 years ago I made my debut in Kuash Theatre and didn’t win. Fast forward 3 years later, I stand in the ring, victorious, as the new @mypwrestling Wrestlecon Champion. I want to say thank you to @ayezshaukatfonseka for believing in me since the day first day I set my foot inside the ring. Without your guidance and coaching, I wouldn’t be where I am today. To the fans, thank you. Thank you for all the love and support that you’ve continuously given to me and MyPW. Thank you so much for attending Fightback last night. It means a lot to us at MyPW. We do this out of passion – we do this because of you guys, the MyPW Nation. Once again, thank you from the bottom of my heart. And to everyone that asked: What’s next for Phoenix? Well, to answer that, this is only a beginning. No one has seen what Nor ‘Phoenix’ Diana is fully capable of. There is a new champion. This is the beginning of a new era. . . . This post cannot end without me thanking the biggest part of my success, The MyPW family. Thank you for taking me in, treating me as your own. Thank you for helping me and guiding me for the last 3 years. I wouldn’t have made it this far, I wouldn’t have garnered all these skills without you guys.❤️ picture credit @thesundaily / Asyraf Rasid

A post shared by Nor ‘Phoenix’ Diana (@nordianapw) on

ପ୍ରଫେସନାଲ ଫାଇଟର ହେବା ସହ ସେ ହସ୍ପିଟାଲରେ ମଧ୍ୟ କାମ କରୁଛନ୍ତି । ରିଙ୍ଗ ବାହାରେ ସେ ଖୁବ ଶାନ୍ତ ସ୍ୱଭାବର ଝିଅ ଅଟନ୍ତି । ରିଙ୍ଗରେ ଆସିବା ପରେ ଶତୃକୁ ଖୁବ ପିଟନ୍ତି । ତାଙ୍କ ପାଇଁ ଏହି ଯାତ୍ରା ଖୁବ କଷ୍ଟକର ଥିଲା କାରଣ ସେ ଆଗରୁ ମାସ୍କ ପିନ୍ଧି ଫାଇଟ କରୁଥିଲେ । କିନ୍ତୁ ପୂର୍ବ ବର୍ଷ ମ୍ୟାଚ ହାରିବା ପରେ ସେ ମାସ୍କ ଉତାରିଥିଲେ ଏବଂ ହିଜାବ ପିନ୍ଧି ସମସ୍ତଙ୍କ ସାମ୍ନାକୁ ଆସିଥିଲେ ।

ସେ କହିଛନ୍ତି ଯେ ପୁର୍ବରୁ ସେ ମାସ୍କ ପିନ୍ଧି କୁସ୍ତି କରୁଥିଲେ । କାରଣ ତାଙ୍କ ପରିଚୟର ତାହା ଅଂଶ ଥିଲା । ସେ ସମୟରେ ସେ ହିଜାବୀ ରୂପେ ସମାଜ ଭୟରେ ସାମ୍ନାକୁ ଆସୁନଥିଲେ । କିନ୍ତୁ ପୂର୍ବ ବର୍ଷ ହିଁ ସେ ମାସ୍କ ହଟାଇବା ପାଇଁ ସ୍ଥିର କରିଥିଲେ, କାରଣ ଏହି ରେସଲିଂ ଜରିଆରେ ସେ ନିଜର ଏକ ପରିଚୟ ସୃଷ୍ଟି କରିବାକୁ ଆଶା ରଖିଛନ୍ତି ।

 

View this post on Instagram

 

Yesterday’s training session with @ayezshaukatfonseka ?

A post shared by Nor ‘Phoenix’ Diana (@nordianapw) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More