Only for Entertainment

ରିଲିଜ ହେଲା ରଜନୀକାନ୍ତଙ୍କ ଫିଲ୍ମ ‘କାଲା’ର ପ୍ରଥମ ଗୀତ, କିଛି ସମୟ ମଧ୍ୟରେ ଦେଖିଲେ ୧୦ ଲକ୍ଷରୁ ଅଧିକ ଲୋକ

you yube
0 68

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘କାଲା’ର ପ୍ରଥମଗୀତ ‘semma weightu’ ବୁଧବାର ଦିନ ୟୁଟ୍ୟୁବରେ ଲଂଚ କରାଯାଇଛି । ଏହି ଗୀତକୁ ସନ୍ତୋଷ ନାରାୟଣ କମ୍ପୋଜ କରିଛନ୍ତି । ଏହି ଗୀତ ୟୁଟ୍ୟୁବରେ ଲଂଚ ହେବା ପରେ ଏହାକୁ କିଛି ସମୟ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।
ଦେଖନ୍ତୁ ସଂପୂର୍ଣ୍ଣ ଗୀତ…

ଖବର ଅନୁସାରେ ରଜନୀକାନ୍ତଙ୍କ ଏହି ଫିଲ୍ମକୁ ପ୍ରଥମେ ୨୭ ଏପ୍ରିଲରେ ରିଲିଜ କରିବା ପାଇଁ ସ୍ଥିର କରାଯାଇଥଲା । କିନ୍ତୁ ଏହାର ଡେଟକୁ ଆଗକୁ ବଢାଯାଇ ୭ ଜୁନ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More