Only for Entertainment

ପ୍ରଥମ ଥର ବାବୁଶାନ ଗାଇଲେ ନନ ଫିଲ୍ମ ସଙ୍ଗ, ଦର୍ଶକ କଲେ ଖୁବ ପସନ୍ଦ

125

ପ୍ରଥମ ଥର ବାବୁଶାନ ଗାଇଲେ ନନ ଫିଲ୍ମ ସଙ୍ଗ । ନିଜ ବାପା ଓଲିଉଡର ଏଭରଗ୍ରିନ ଅଭିନେତା ଉତ୍ତମ ମହାନ୍ତିଙ୍କ ପାଇଁ ଗାଇଛନ୍ତି ଏହି ଗୀତ । ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ଏହି ଗୀତର ବୋଲ ରହିଛି ‘ଆଜି ମୁଁ ପିଇନି’ । ଏହି ଗୀତର ଲିରିକ୍ସ ଲେଖିଛନ୍ତି ଅରୁଣ ମନ୍ତ୍ରୀ । ପୁରୁଣା ଫିଲ୍ମ ‘ସହରି ବାଘ’ର ଏହି ପ୍ରସିଦ୍ଧ ଗୀତକୁ ଗାଇଥିଲେ ମହମ୍ମଦ ଅଜିଜ୍ ମ୍ୟୁଜିକ ଦେଇଥିଲେ ମହମ୍ମଦ ମୁସୀର ଲିରିକ୍ସ ଲେଖିଥିଲେ । ତେବେ ଏହି ଗୀତକୁ ରିକ୍ରିଏଟ କରାଯାଇଛି । ଏହି ଗୀତରେ ମ୍ୟୁଜିକ ଦେଇଛନ୍ତି ଅନୁପ ମହାନ୍ତି । ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତେବେ ପ୍ରଥମ ଥର ନନ ଫିଲ୍ମ ସଙ୍ଗ ଗାଇଥିବା ବାବୁଶାନ ଙ୍କ କଣ୍ଠରୁ ଶୁଣନ୍ତୁ ଏହି ଗୀତ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More