Only for Entertainment

ମଡେଲକୁ ପଛରୁ ଆସି କାମୁଡ଼ିଦେଲା ଘୁଷୁରୀ ।

the lollan top
29

କୌଣସି ଫଟୋ ଆସୁ ବା ଭିଡ଼ିଓ ତତକ୍ଷଣାତ ଫେସବୁକ ଏବଂ ଇଂଷ୍ଟାଗ୍ରାମରେ ଶେୟାର କରିଦିଆଯାଉଛି, ଯାହା ଗୋଟିଏ ସମୟରେ ଏକାଧିକଙ୍କ ନିକଟରେ ପହଂଚୁଛି । ଆଜି ଏଭଳି ଏକ ଭିଡ଼ିଓ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ଦେଖିବା ପରେ ହୁଏତ ଏହା ଅଜବ ଲାଗିପାରେ ବା ଦେଖିବା ପାଇଁ ଅଡ଼ୁଆ ଲାଗିପାରେ, କିନ୍ତୁ କଥାଟି ସତ । ବାସ୍ତବରେ ବେନଜୁଏଲାରୁ ଜଣେ ସୁନ୍ଦର ମଡେଲ ବହାମାଜର ଏକ ସମୂଦ୍ର କୂଳରେ ବୁଲୁଥିଲେ । ଏହି ସମୟରେ ଏକ ଘୁଷୁରୀ ଆସି ତାଙ୍କୁ ପଛ ପାଶ୍ୱର୍ରୁ କାମୁଡ଼ି ଦେଲା ।

 

View this post on Instagram

 

????‍♀️?

A post shared by Michelle Lewin (@michelle_lewin) on

ମଡେଲଙ୍କ ନାମ ହେଉଛି ମିଶେଲ ଲୁବିନୀ । ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ଖୁବ ଭଲ । ଛୁଟି କାଟିବାକୁ ଯାଇ ସମୂଦ୍ର କୂଳରେ ବୁଲୁଥିବା ସମୟରେ ମିଶେଲଙ୍କୁ ଏକ ଘୁଷୁରୀ କାମୁଡ଼ି ଦେଇଛି । ଏହି ସମସ୍ତ ଦୃଶ୍ୟ ଭିଡ଼ିଓରେ କଏଦ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More