Only for Entertainment

ଭାରତରେ ୨୪ ଘଂଟା ପାଇଁ ଅଫ ଏୟାର ହେଲା ଭାରତୀୟ ଟିଭି ଚ୍ୟାନେଲ ।

26

ଭାରତୀୟ ଟିଭି ଚ୍ୟାନେଲକୁ ନେପାଳରେ ୨୪ ଘଂଟା ପାଇଁ ଅଫ ଏୟାର କରାଯାଇଛି । ଏହା ଏକ ପ୍ରସ୍ତାବିତ ବିଲ ର ବିରୋଧରେ ହୋଇଛି । ଯେଉଁଥିପାଇଁ ବିଦେଶୀ ଟିଭି ଚ୍ୟାନେଲ ମାନଙ୍କୁ ବିଜ୍ଞାପନର ପ୍ରସାରଣ କରିବାରୁ ଅଟକାଇ ଦିଆଯାଇ ପାରିବ ।

ଇଂଟରନେଟ ଆଣ୍ଡ ଡିଜିଟାଲ ଟେଲିଭିଜନ କମିଟି ଏବଂ ନେପାଳ କେବଲ ଟେଲିଭିଜନ ଏସୋସିଏସନ ବିଦେଶୀ ଚ୍ୟାନେଲ ମାନଙ୍କ ପ୍ରସାରଣ ବ୍ୟତୀତ ସୋମବାରକୁ ଦ୍ୱିପ୍ରହର ୩ଟାରୁ ମଙ୍ଗଳବାର ଦ୍ୱିପ୍ରହର ୩ଟା ପର୍ଯ୍ୟନ୍ତ ବିଜ୍ଞାପନ ପ୍ରସାରଣକୁ ଅଟକାଇ ଦିଆଗଲା ।
ଯଦି ନେପାଳର ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ସରକାର ଦ୍ୱାରା ସଂସଦରେ ପ୍ରସ୍ତାବିତ କରାଯାଇଥିବା ବିଜ୍ଞାପନ ନିୟମକୁ ଲାଗୁ କରାଯାଏ ତେବେ ବିଦେଶୀ ଚ୍ୟାନେଲ ଖାସକରି ଭାରତୀୟ ଚ୍ୟାନେଲ ବିଜ୍ଞାପନ ଗୁଡ଼ିକୁ ପ୍ରସାରିତ କରିପାରିବେ ନାହିଁ । ଅନ୍ୟ ପକ୍ଷରେ ଭାରତୀୟ ବ୍ରଡକାଷ୍ଟସଙ୍କ କହିବା ଅନୁସାରେ ନେପାଳକୁ ବିନା ବିଜ୍ଞାପନରେ ସାଫ ଫିଡ ଦେଇପାରିବେ ନାହିଁ ।

କହିରଖୁଛୁ ନେପାଳରେ ଷ୍ଟାରପ୍ଲସ, କଲର୍ସ, ଜି ଟିଭି, ସୋନି ଟିଭି,ଷ୍ଟାର ଉତ୍ସବ ଭଳି ଚ୍ୟାନେଲ ଖୁବ ଜନପ୍ରିୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More