Only for Entertainment

ରିଲିଜ ହେଲା ଫ୍ରଡ ସେୟାଁର ଟିଜର ।ରଙ୍ଗୀଲା ଅନ୍ଦାଜରେ ନଜର ଆସିଲେ ଅରଶଦ ବାର୍ସୀ ।

bollywood tadka
23

ଆକ୍ଟର ଅରଶଦ ବାର୍ସୀଙ୍କ ଅପକମିଂ ଫିଲ୍ମ ଫ୍ରଡସୟାଁର ଟିଜର ରିଲିଜ ହୋଇଛି । ଟିଜରରେ ଅରଶଦ ବାସୀ ପ୍ରାୟ ରଙ୍ଗୀଲା ଅନ୍ଦାଜରେ ନଜର ଆସିଛନ୍ତି । ପ୍ରଥମେ ଅରଶଦ ବହୁ ଝିଅଙ୍କ ସହିତ ଅଫେୟରରେ ରହୁଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଧରା ପଡ଼ି ଯାଉଛନ୍ତି ।

ଏହି ଫିଲ୍ମରେ ଛମା ଛମା ଗୀତର ରିମେକ ଦେଖିବାକୁ ପାଇବେ ଦର୍ଶକ । ଏବେ ଏହି ଗୀତ ସୋସିଆଲ ମିଡିଆରେ ଖେଳିଯାଇଛି । ଏହି ଗୀତ ଚାଇନା ଗେଟରେ ଉର୍ମିଳା ମାତୋଣ୍ଡକରଙ୍କୁ ନେଇ କରାଯାଇଥିଲା । ତେବେ ଫ୍ରଡ ସେୟାଁ ଏକ କମେଡ଼ି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More