Only for Entertainment

ଭିଡିଓ: ଯେତେବେଳେ ପିଲା ମାନେ ସାପ ସହ ଖେଳିବାକୁ ଲାଗିଲେ ‘ଦଉଡ ଡିଆଁ’ ଖେଳ !

49

କ’ଣ ପିଲା ଦିନ କଥା ମନେ ପଡିଗଲା ଭିଡିଓ ଦେଖି ? କିନ୍ତୁ ଏହି ଭିଡିଓରେ ରହିଛି ଏକ ଟ୍ୱିଷ୍ଟ , କାରଣ ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି । ଅସଲରେ ଯାହାକୁ ଆପଣ ଦଉଡି ଭାବୁଛନ୍ତି ତାହ ଦଉଡି ନୁହେଁ ବରଂ ଏକ ମଲା ସାପ ଅଟେ । ଏହାପରେ ଏହାକୁ ପିଲା ମାନେ ନ ଡରି ଏହାସହ ଖେଳୁଛନ୍ତି । ‘ଡେଲି ମେଲ’ ରିପୋର୍ଟ ମୁତାବକ , ଏହି ମାମଲା ଭିଏତନାମର ଅଟେ । ଯେଉଁଠି ଜଣେ ମହିଳା ଏହି ମଲା ସାପ ସହ ଖେଳୁଥିବା ଦୃଶ୍ୟ କ୍ୟାମେରାରେ କଏଦ କରିଛନ୍ତି ।

ଭିଡିଓରେ ଆପଣ କିଛି ଛ୍ରୁଆଙ୍କୁ ଦଉଡିରେ ଖେଳିବା ଆପଣ ଦେଖିପାରୁଥିବେ । କିନ୍ତୁ ଏହା ଦୌଡି ବଦଳରେ ‘ମଲା ସାପ’ । ଯେଉଁଠି ଛୋଟ ଛୁଆ ସାପକୁ ଦେଖିଲେ ଭୟଭୀତ ହୋଇପଡନ୍ତି , ସେଠି ଏହି ଛୋଟ ଛୁଆମାନେ ଆଶ୍ଚର୍ଯ୍ୟଜନକ ଭାବେ ଖେଳୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଭିଏତନାମରେ ଏଭଳି ଅନେକ ପ୍ରକାର ସାପ ଦେଖିବାକୁ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More