Only for Entertainment

ଟେନିସ ମ୍ୟାଚ ମଝିରେ ବଲ ବୟଙ୍କ ସହ ଭିଡିଗଲେ ଖେଳାଳୀ, ଏହାପରେ କଣ ହେଲା ଜାଣନ୍ତୁ ।

khabar NDTV
0 54

ରୋଲାଣ୍ଡ ଗାରୋସ ଫ୍ରେଂଚ ଓପନ ଟୁର୍ଣ୍ଣାମେଂଟରେ କିଛି ଏଭଳି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ପ୍ୟାରିସରେ ଏହି ଟୁର୍ଣ୍ଣାମେଂଟ ଚାଲିଥିବା ସମୟରେ ଜଣେ ବଲ ବୟର ଟେନିସ ଖେଳାଳୀଙ୍କ ସହ ଧକ୍କ୍ା ହୋଇଯାଇଥିଲା । ଯାହାପରେ ବଲ ବୟ ଜଣକ ତଳେ ଗଳି ପଡିଥିଲା । ପିଲା ଜଣକ ବୋସ୍ନିଆଇ ଟେନିସ ଖେଳାଳୀଙ୍କ ସହ ଦମୀର ଦୁଜୁମୁର ଖେଳ ସମୟରେ ଦୁହେଁ ଦୁହିଁଙ୍କ ଉପରେ ଭିଡି ଯାଇଥିଲେ । ସଂଘର୍ଷର କାରଣ ବଲ ଧରିବାକୁ ନେଇ ଆରମ୍ଭ ହୋଇନଥିଲା । ଦୁହେଁ ବଲ ଧରିବା ଲାଗି ଦଉଡୁଥିବା ବେଳେ ପିଟି ହୋଇ ଯାଇଥିଲେ । ବଲକୁ ଖେଳାଳୀ ଜଣକ ଧରିଦେବା କାରଣରୁ ବଲ ବୟ ଖେଳାଳୀଙ୍କ ସହ ପିଟି ହୋଇଯାଇଥିଲେ ।

ପଡିଲା ପରେ ବଲ ବୟ ନିଜର ଚେହେରାକୁ ଧରି ବସି ରହିଥିଲା ଏବଂ କଷ୍ଟରେ ପଡି ରହିଥିବାରୁ ଖେଳାଳୀ ଜଣକ ଆସି ତାଙ୍କୁ ଉଠାଇବାରେ ସାହାଯ୍ୟ କରୁଥିବାର ଭିଡିଓରୁ ଦେଖିବାକୁ ମିଳିଛି । ଏହି କାରଣରୁ ଖେଳାଳୀଙ୍କୁ ଫ୍ୟାନ୍ସ ମାନେ ସୋସିଆଲ ମିଡିଆ ଜରିଆରେ ତାଙ୍କର ପ୍ରଶଂସା କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More