Only for Entertainment

ସଂଧ୍ୟାରେ ପ୍ରସ୍ତୁତ କରନ୍ତୁ ହଙ୍ଗ-କର୍ଡ ପିନଟସ୍

Curry Trail
64

ସାମଗ୍ରୀ-
କଂଚା ବାଦମ-୨୦୦ ଗ୍ରାମ , ଗରମ ମସଲା ପାଉଡର- ୧/୪ ଚାମଚ, ରିଫାଇନଡ ଅଏଲ- ୧ କପ, ଲୁଣ- ସ୍ୱାଦ ଅନୁସାରେ, କର୍ନ ଫ୍ଲୋର- ୧ ଚାମଚ, ପାଣି – ୨ କପ, ହଙ୍ଗ କର୍ଡ- ୧ କପ

ପ୍ରଣାଳୀ-
ହଙ୍ଗ କର୍ଡ ପିନଟସ ପ୍ରସ୍ତୁତ କରିବା ପୂର୍ବରୁ ବଦାମକୁ ଦୁଇ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ । ଭିଡି ଗଲା ପରେ ଏହାକୁ ପାଣିରୁ ବାହାର କରି ଅଲଗା ରଖିଦିଅନ୍ତୁ । ଏହା ପରେ ଏକ ବାଉଲରେ ହଙ୍ଗ କର୍ଡ, ଗରମ ମସଲା, ଲୁଣ ପକାଉ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣ ଶୁଖିବା ପାଇଁ ଏକ ଘଣ୍ଟା ଯାଏଁ ଏହାକୁ ଛାଡିଦିଅନ୍ତୁ । ଏବେ ଏହି ମିଶ୍ରଣରେ ବାଦାମ ପକାଇ ମିକ୍ସ କରନ୍ତୁ । ଏବଂ ଏହି ମିଶ୍ରଣ ରେ କର୍ନ ଫ୍ଲୋର ଛିଞ୍ଚନ୍ତୁ । ଏହା ପରେ ପ୍ୟାନରେ ତେଲ ଗରମ କରି ବଦାମ କୁ ଗେଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ହଙ୍ଗ କର୍ଡ ପିନଟସ୍

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More