Only for Entertainment

ବନ୍ଧୁତ୍ୱ ଦିବସରେ ସାଙ୍ଗମାନଙ୍କ ସହ ଶୁଣନ୍ତୁ ଏହି ୪ଟି ଗୀତ !

161

ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନଥାଏ କୌଣସି ବାଛବିଚାର, ନା ଥାଏ ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ ଉତ୍ସାହର ସହ ପାଳନ୍ତି।ତେବେ ଚଳିତ ମାସ ରବିବାର ଅର୍ଥାତ ଅଗଷ୍ଟ ୪ତାରିଖ ହେଉଛି ବନ୍ଧୁତ୍ୱ ଦିବସ । ବନ୍ଧୁକୁ ଦିନଟିଏ ଦେଇ ସମସ୍ତେ ଖୁବ ଆନନ୍ଦ ଅନୁଭବ କରନ୍ତି।

ଫିଲ୍ମରେ ସେହିଭଳି ବନ୍ଧୁତାକୁ ନେଇ ଅନେକ ଗୀତ ଦେଖିବାକୁ ମିଳିଛି । ଯେଉଁଥିରେ ବନ୍ଧୁ ସହ ଖୁସି ଦୁଃଖର ଅନେକ କାହାଣୀ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଆଜି କିଛି ଗୀତ ଉପରେ ନଜର ପକାଇବା । ସେହି ଗୀତ ଗୁଡିକ କେବଳ ଗୀତ ନୁହେଁ ବରଂ ଏହା ସମ୍ପର୍କକୁ ମନେ ପକାଇ ଦେଇଥାଏ । ବନ୍ଧୁତାକୁ ନେଇ ଏହି ଗୀତ ଅମୂଲ୍ୟ ଅଟେ । ତେବେ ଶୁଣନ୍ତୁ ଏହି ଗୀତ ଏବଂ ମନେ ପକାନ୍ତୁ ବନ୍ଧୁତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More