Only for Entertainment

ପ୍ରିୟଙ୍କା ନିକଙ୍କ ବିବାହକୁ ନେଇ ଟ୍ୱିଟରରେ ଉଡ଼ିଲା ମଜାକ,ଫନି ମେମସ ଭାଇରାଲ ।

youtube
0 49

ପ୍ରିୟଙ୍କା ଏବଂ ନିକଙ୍କ ବିବାହକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଖବର ଅନୁସାରେ ଏହି ଯୋଡ଼ି ୧୬ ଡିସେମ୍ବରକୁ ବିବାହ କରିପାରନ୍ତି । ନିକଟରେ ନିକଙ୍କର ଜନ୍ମଦିନ ରହିଛି । କିନ୍ତୁ ନିର୍ବନ୍ଧ ଏବଂ ବିବାହକୁ ନେଇ ଦୁଇ ଯୋଡ଼ିଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ତଥାପି ସୋସିଆଲ ମିଡିଆରେ ଦୁଇଜଣଙ୍କ ବିବାହ ଟ୍ରେଣ୍ଡ ହେଉଛି ।

ସୋସିଆଲ ମିଡିଆରେ ପ୍ରିୟଙ୍କା ଏବଂ ନିକଙ୍କୁ ନେଇ କେତେକ ମିମ୍ସ ଭାଇରାଲ ହେଉଛି । ଏହି ମିମ୍ସ ଖୁବ ଫନି । ଆପଣଙ୍କୁ ହସାଇବା ପାଇଁ ଏହି ମିମ୍ସ ଖୁବ ଯଥେଷ୍ଟ ।

ନିକଟରେ ଖବର ଆସିଛିଯେ ପ୍ରିୟଙ୍କା ସଲମାନଙ୍କ ଫିଲ୍ମ ଭାରତ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More