Only for Entertainment

ରିଲିଜ୍ ହେଲା ମନଛଉଆଁ ଓଡିଆ ଗୀତ ‘ରଫତା ରଫତା’ର ଷ୍ଟୁଡିଓ ଭର୍ସନ ।

youtube
77

ରିଲିଜ୍ ହୋଇଛି ଏକ ମନଛଉଆଁ ଓଡିଆ ଗୀତ ‘ରଫତା ରଫତା’ର ଷ୍ଟୁଡିଓ ଭର୍ସନ । ଗୀତରେ କଣ୍ଠଶିଳ୍ପୀ ଶବିଶେଷ ଓ ଗୀତିଶ୍ରୀଙ୍କ ସୁମଧୁର ଗାୟିକି ଶୁଣିିବାକୁ ମିଳିଛି । ଜି ମ୍ୟୁଜିକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତିକେ.ଆର୍ ସୋମ୍ୟା । ଗୀତର ଲିରିକ୍ସ ଦେଇଛନ୍ତି ମୃତ୍ୟୁଂଜୟ ମିଶ୍ର । ୟୁଟ୍ୟୁବରେ ରିଲିଜ୍ ହୋଇଥିବା ଏହି ଗୀତକୁ ସ୍ରୋତା ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More