Only for Entertainment

ବଲିଉଡରେ ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ଗଦର୨’ର ସିକ୍ୱେଲ !

40

ବ୍ଲାଂକ ଫିଲ୍ମରେ ସନ୍ନି ଦେଓଲ ଏକ ପୁଲିସକର୍ମୀ ଭୂମିକାରେ ନଜର ଆସିବେ, ଯିଏ ଆତଙ୍କବାଦୀ ହମଲାକୁ ରୋକିବାକୁ ପ୍ରୟାସ କରୁଛନ୍ତି । ଫିଲ୍ମକୁ ପ୍ରମୋଟ କରିବାକୁ ଯାଇଥିବା ସନ୍ନି କହିଛନ୍ତି , ସେ ସବୁବେଳେ ଖେଳକୁ ପସନ୍ଦ କରନ୍ତି ଏବଂ ଆକ୍ଟିଂ ତାଙ୍କ ପାଇଁ ଖୁବ ସହଜ ବୋଲି ମଧ୍ୟ କହିଥିଲେ । ଅଭିନୟରେ ତାଙ୍କୁ କିଛି କେବେ ହଇରାଣ ହେବାକୁ ପଡିନାହିଁ । ତାଙ୍କୁ ଅଭିନୟ କରିବାକୁ ଭଲ ଲାଗେ , କିନ୍ତୁ ଏବେ ସବୁ କିଛି ବଦଳି ଗଲାଣି ଏବେ ଟେକିନିକ ଆପଣଙ୍କୁ ସାହାଯ୍ୟ କରିବ ।

ଖବର ମୁତାବକ ନିର୍ଦ୍ଦେଶକ ଅନୀଲ ଶର୍ମା ଏବଂ ଅଭିନେତା ଗଦର୨ ଏବଂ ଅପନେ୨ ଫିଲ୍ମ ନେଇ ଆସୁଛନ୍ତି । କିନ୍ତୁ ସେ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ କିଛି ଜଣାଇ ନାହାନ୍ତି । ସନ୍ନି କହିଛନ୍ତି ଯେ ନିର୍ଦ୍ଦେଶକ କୌଣସି ଜିନିଷ ଉପରେ ଏବେ କାମ କରୁଛନ୍ତି । ଯେତେବେଳେ ଏ ସମ୍ପର୍କ ସେ ସନ୍ନିଙ୍କୁ ଜଣାଇବେ ଏହା ଉପରେ ସନ୍ନି ନିଷ୍ପତ୍ତି ନେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More