Only for Entertainment

ଅଶ୍ଲୀଳତାର ସବୁ ସୀମା ପାର କଲା ‘ଗନ୍ଦି ବାତ ଥ୍ରି’ର ଟ୍ରେଲର ।

bollywood tadka
727

ବଲିଉଡରେ ଏବେ ଚାଲିଛି ୱେବସିରିଜର ସିଜନ । କେତେକ ବଡ଼ ବଡ଼ ପ୍ରସିଦ୍ଧ ବ୍ୟକ୍ତିମାନେ ମଧ୍ୟ ଏହି ଟ୍ରେଣ୍ଡରେ ଯୋଗ ଦେଇ ସାରିଲେଣି । ପ୍ରତିଦିନ କିଛି ନା କିଛି ୱେବସିରିଜ ରିଲିଜ ହେଉଛି । ତାହା କୌଣସି ଭାଷାରେ ହେଉ । ଗନ୍ଦି ବାତ’ର ତୃତୀୟ ସିଜନର ଟ୍ରେଲର ରିଲିଜ ହୋଇ ସାରିଛି । ତେବେ ଏକତା କପୂରଙ୍କ ଏହି ବୋଲ୍ଡ ୱେବସିରିଜ ଏବେ ଚର୍ଚ୍ଚାର ବିଷୟ ସାଜିଛି ।

କହିରକୁଛୁ ପୂର୍ବ ସିଜନ ଅପେକ୍ଷା ଏହି ଥର ସିଜନରେ ଅଧିକ ବୋଲ୍ଡ ସିନ ଦେଖିବାକୁ ମିଳିବ । ସବୁଠାରୁ ଖାସ କଥା ହେଉଛି ଦୁଇଜଣ ଲେସବିଆନଙ୍କ ରୋମାନ୍ସ ନଜର ଆସିବ ।

କହିରଖୁଛୁ ଏହି ଫିଲ୍ମ ଅଶ୍ଲୀଳତାର ସବୁ ସୀମା ପାର କରି ଦେଇଛି । ୨ ମିନିଟ ୫୦ ସେକେଣ୍ଡର ଏହି ଭିଡ଼ିଓରେ ନ୍ୟୁଡ ସିନ ବ୍ୟତୀତ ଗାଳିଗୁଲଜ ଭଳି ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More