Only for Entertainment

ପରଦାରେ ମଧ୍ୟ ଦେଖିବାକୁ ମିଳିଛି ଗଣେଶ ଚତୁର୍ଥୀର ଧୁନ୍, ଦେଖନ୍ତୁ ଗଣେଶଙ୍କ ଉପରେ କେତେକ ସୁପରହିଟ ଗୀତ ।

Utsavpedia
0 28

ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ଭଗବାନ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇରହିଛନ୍ତି । ବଲିଉଡ ସେଲିବ୍ରିଟିମାନେ ଘରେ ଘରେ ଗଣେଶଙ୍କ ପୂଜା କରିଥାନ୍ତି । ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ସଲମାନ ଖାନଙ୍କ ପର୍ଯ୍ୟନ୍ତ ଘରେ ଧୁମଧାମରେ ଗଣେଶ ଚତୁର୍ଥୀ ପାଳନ କରିଥାନ୍ତି । କେବଳ ରୟଲ ଲାଇଫରେ ନୁହେଁ ରିଲରେ ମଧ୍ୟ ଭଗବାନ ଗଣେଶଙ୍କୁ ନେଇ ଅନେକ ଗୀତ ନିର୍ମାଣ ହୋଇଛି । ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ହ୍ରିତିକ ରୋଶନ, ବରୁଣ ଧୱନଙ୍କ ପରି କଳାକାର ଫିଲ୍ମରେ ଗଣେଶ ଉତ୍ସବରେ ଜବରଦସ୍ତ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି । ତେବେ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତୁ ଦେଖିବା ଭଗବାନ ଗଣେଶଙ୍କ ଉପରେ କେତେକ ସୁପରହିଟ ଗୀତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More