Only for Entertainment

ଗାରୀ ସନ୍ଧୁଙ୍କ ଧମାକାଦାର ଗୀତ ‘ଆଇ ସ୍ୱେୟାର’ଗୀତ ମାର୍କେଟକୁ ଆସୁ ଆସୁ ମଚାଇଛି ଧମାକା !

khabarNDTV
0 32

ପଂଜାବୀ ସିଙ୍ଗର ଗାରୀ ସନ୍ଧୁଙ୍କ ଗୀତ କେବଳ ପଂଜାବରେ ନୁହେଁ ବରଂ ବିଦେଶରେ ମଧ୍ୟ ଲୋକ ଖୁବ ପସନ୍ଦ କରୁଛନ୍ତି । ଗାରୀ ସନ୍ଧୁଙ୍କ କିଛି ଦିନ ତଳେ ରିଲିସଜ ହୋଇଥିବା ଗୀତ ‘ଆଇ ସ୍ୱେୟାର’ୟୁଟ୍ୟୁବରେ ଖୁବ ଟ୍ରେଣ୍ଡ କରୁଛି । ଗାରୀ ସନ୍ଧୁଙ୍କ ନିକଟରେ ରିଲିଜ ହୋଇଥିବା ଗୀତ ‘ମଲାଙ୍ଗ ଜଟ୍ଟୀ’ ହିଟ ହୋଇଛି । ଏହାକୁ ଏବେ ପର୍ଯ୍ୟନ୍ତ ୪୦ଲକ୍ଷରୁ ଅଧିକଥର ଦେଖାଯାଇ ସାରିଲାଣି ଏବଂ ଏହା ଏବେ ୫ନମ୍ବର ଟପରେ ଟ୍ରେଣ୍ଡ କରୁଛି ।

ଏହି ଗୀତକୁ ବିଦେଶ ଲୋକେସନରେ ସୁଟ କରାଯାଇଛି ଏବଂ ଏଥିରେ ପଂଜାବୀ ଲୁକ ଦେଖିବାକୁ ମିଳିଛି । ଏହି ଗୀତ ଗାରୀ କେବଳ ଗାଇନାହାନ୍ତି ବରଂ ଏହାର କମ୍ପୋଜ ଏବଂ ଲିରିକ୍ସ ମଧ୍ୟ ଲେଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More