Only for Entertainment

ବିବାହିତା ମହିଳାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ପୁରୁଷ ? ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

liveuttarpradesh.com
0 82

ସମସ୍ତଙ୍କ ପସନ୍ଦ ଭିନ୍ନ ଭିନ୍ନ ରହିଥାଏ । ତାହା ଖାଦ୍ୟକୁ ନେଇ ହେଉ ବା ଅନ୍ୟ କୌଣସି କାରଣ । କିନ୍ତୁ ଆମେ ଆଲୋଚନା କରୁଛୁ ସଂପର୍କ ବିଷୟରେ । କୁହାଯାଏ ପୁରୁଷ ମାନେ ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ତେବେ ଆପଣ ମଧ୍ୟ ଏହାର ଉଦାହରଣ କେବେ କେବେ ଦେଖିବାକୁ ପାଇଥିବେ ନିଶ୍ଚୟ । କିନ୍ତୁ ଏହାର ପ୍ରକୃତ କାରଣ କ’ଣ ଆପଣ ଜାଣନ୍ତି କି?ଯଦି ଆପଣ ମଧ୍ୟ ଏହା ଜାଣିବାକୁ ଚାହାଁନ୍ତି ତେବେ ପଢନ୍ତୁ ।

ଗବେଷଣା ଏହାକୁ ନେଇ କହେ:

ଆତ୍ମବିଶ୍ୱାସ :

ବିବାହିତା ମହିଳା ଯୁବତୀମାନଙ୍କ ତୁଳନାରେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ସେମାନଙ୍କ ଏହି ଆତ୍ମବିଶ୍ୱାସ ହିଁ ପୁରୁଷମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ପୁରୁଷମାନଙ୍କୁ ଲାଗିଥାଏ ବିବାହିତା ମହିଳାମାନେ ସବୁ ସମସ୍ୟାକୁ ଭଲ ଭାବରେ ବୁଝି ପାରନ୍ତି ।

କେୟାରିଙ୍ଗ୍ କାର୍ଟନର୍ :

ବିବାହିତା ମହିଳା ଅନ୍ୟମାନଙ୍କ ତୁଳନାରେ ଅଧିକ କେୟାରିଙ୍ଗ୍ ହୋଇଥାନ୍ତି । ବିବାହ ପରେ ସେମାନଙ୍କୁ ସବୁ ସମୟରେ ନିଜ ପରିବାରର ଚିନ୍ତା ରହିଥାଏ । ଆଉ ପୁରୁଷମାନେ ଏହି ଆଟିଟ୍ୟୁଡ୍ ପ୍ରତି ବେଶ୍ ଆକର୍ଷିତ ହୋଇଥାନ୍ତି ।

ହରମୋନରେ ପରିବର୍ତ୍ତନ :

ବିବାହ ପରେ ମହିଳାଙ୍କ ହରମୋନରେ ପରିବର୍ତ୍ତନ ହୋଇଥାଏ । ଯାହା ଫଳରେ ସେମାନଙ୍କ ତ୍ୱଚାରେ ଏକ ଅଲଗା ପ୍ରକାର ଚମକ ଆସିଥାଏ । ମହିଳାଙ୍କ କ୍ଷେତ୍ରରେ ଆସିଥିବା ଏହି ପରିବର୍ତ୍ତନ ପ୍ରତି ପୁରୁଷମାନେ ଆକର୍ଷିତ ହୋଇଥାନ୍ତି ।

ମିଠା ସ୍ୱଭାବ :

ବିବାହିତା ମହିଳା ଘର ଭିତର ଏବଂ ବାହାର କାମ ଖୁବ୍ ସଠିକ୍ ଢଙ୍ଗରେ କରିବା ସହ ଚେହେରାରେ ସର୍ବଦା ଏକ ମିଠା ହସ ରଖିଥାନ୍ତି । ଏଭଳି ଖୁସ୍ ମିଜାଜ୍ ଲୋକଙ୍କ ସହ କେବଳ ପୁରୁଷମାନେ ନୁହଁନ୍ତି ସମସ୍ତେ ରହିବାକୁ ପସନ୍ଦ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More