Only for Entertainment

ମୁହଁରେ ହେଉଥିବା ଅତ୍ୟଧିକ କେଶ ଏବଂ ବୟସର ଛାପ ଦୂର କରେ ବରଫ ।

cosmotreeclinic.wordpress.com
38

ଗରମରେ ବାରମ୍ବାର ଝାଳ ବାହାରିବା ଦ୍ୱାରା ତ୍ୱଚାର ଉଜ୍ଳଳତା କମ ହୋଇଯାଏ । ଏହି ମଧ୍ୟରେ ବରଫର ଏକ ଟୁକୁଡ଼ା ଚମତ୍କାର କାମ କରେ । ବ୍ରଣ ସମସ୍ୟା ହେଉ ବା ମେକ ଅପ ଛାଡ଼ିଯିବା ଭଳି ସମସ୍ୟା ଉଭୟରୁ ରକ୍ଷାକରେ ବରଫ ।
ଇାରମ୍ବାର ଖରାରୁ ଯିବା ଆସିବା କରିବା ଦ୍ୱାରା ବେକ ଏବଂ ମୁହଁ କଳା ପଡ଼ିଯାଏ ।ତେଣୁ ବରଫ ଘଷିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

ବୟସ ନହେଉଣୁ ମୁହଁରେ ଦାଗ ଦେଖାଯିବା ଆରମ୍ଭ ହୋଇଯାଏ । ତେଣୁ ବାଣିରେ ଜସ୍ମିନ କିମ୍ବା ଲାଭେଣ୍ଡର ତେଲ ପକାଇ ଏହାକୁ ବରଫ କରନ୍ତୁ । ଏହାକୁ ସର୍କୁଲାର ଗଚ୍ଛିରେ ମୁହଁରେ ଘଷନ୍ତୁ ।

ଆଖିତଳ କଳାଦାଗ ଦୂର କରିବା ପାଇଁ ଗ୍ରୀନ ଟିକୁ ପାଣିରେ ଫୁଟାଇ ଆଇସ ଟ୍ରେରେ ରଖି ବରଫ କରନ୍ତୁ । ଏହାପରେ କପଡ଼ାରେ ବାନ୍ଧି ଆଖିତଳେ ଜୋରରେ ଘଷନ୍ତୁ । ଏହା ଦ୍ୱାରା କଳାଦାଗ ଦୂର ହୋଇଯିବ ।

ଯଦି ମୁହଁରେ ଅଧିକ ଚର୍ବି ହୋଇଯାଇଛି ତେବେ ବରଫ ୨ରୁ ୪ ସପ୍ତାହ ଘଷିବା ଦ୍ୱାରା ତାହା କମ ହୋଇଯାଏ ।

ଖରାରୁ ଆସିବା ମାତ୍ରେ ଆଖି ଶୁଷ୍କ ଦେଖାଯାଏ ତେଣୁ ଆରାମ ପାଇଁ ବରଫକୁ ଧୀେୀ ଧୀରେ ଘସନ୍ତୁ ।

ମୁହଁରେ ଛୋଟ ଛୋଟ ଛିଦ୍ର ଥିଲେ ବରଫକୁ କପଡ଼ାରେ ବାନ୍ଧି ଘଷନ୍ତୁ । ଏହା ଦ୍ୱାରା ତାହା ବନ୍ଦ ହୋଇଯିବ । ଏହା ସହିତ ବ୍ରଣ ମଧ୍ୟ ଦୂର ହୋଇଯିବ ।

ଯଦି ମୁହଁରେ ଅତ୍ୟଧିକ କେଶ ହେଉଛି ଏବଂ ଆପଣ ବିରକ୍ତ ହେଉଛନ୍ତି ତେବେ ବରଫ ଘନ୍ତେୁ । ପ୍ରତିଦିନ ଘଷିବା ଦ୍ୱାରା କେଶ ବାହାରିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More