Only for Entertainment

ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା କିଡନୀ ଷ୍ଟୋନରୁ ଦୂରେଇ ରହିପାରିବେ ।

Verywell Health
30

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପାୟ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ନିୟମିତ କଲରା ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା ଦ୍ୱାରା ବିଭିନ୍ନ କିଡ୍‌ନୀ ସମସ୍ୟା ଦୂର ହୁଏ । କଲରାରେ ମ୍ୟାଗ୍ନେସିୟମ ଓ ଫସଫରସ ରହିଥାଏ। ଏହା କିଡ୍‌ନୀ ଷ୍ଟୋନ ରୋଗୀଙ୍କ ପାଇଁ ଖୁବ ଭଲ। ସେହିପରି ପ୍ରତିଦିନ କଦଳୀ ଖାଇଲେ କିଡ୍‌ନୀ ଷ୍ଟୋନ୍‌ରୁ ମୁକ୍ତି ମିଳେ। ଏଥିରେ ଭିଟାମନ ବି-୬ ଓ ଭିଟାମିନ-ବି ରହିଥାଏ। ନିୟମିତ ଭାବେ ଭିଟାମିନ-ବି କୁ ୧୦୦ ରୁ ୧୫୦ ମିଲିଗ୍ରାମ୍‌ ଖାଦ୍ୟରେ ଗ୍ରହଣ କଲେ କିଡ୍‌ନୀ ଷ୍ଟୋନରୁ ଉପଶମ ମଳେ। ୭୦ ଗ୍ରାମ ପିଆଜରୁ ରସ ବାହାର କରି ଖାଲି ପେଟରେ ସକାଳୁ ପିଇଲେ ଉପକାର ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More