Only for Entertainment

୫୦ ଜଣ ଗର୍ଭବତୀ ମହିଳାଙ୍କୁ ଏଭଳି ଉପହାର ଦେବେ ଫିଲ୍ମ ବଧାଇ ହୋ ଟିମ ।

bollywood tadka
21

ବଲିଉଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବଧାଇ ହୋ ୧୯ ଅକ୍ଟୋବରକୁ ରିଲିଜ ହେବାକୁ ଯାଉଛି । ଏବେ ଫିଲ୍ମର କାଷ୍ଟ ଏବଂ ମେକର୍ସ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କିନ୍ତୁ ମେକର୍ସ ଏହାକୁ ଭିନ୍ନ ଉପାୟରେ ପ୍ରମୋଶନ କରୁଛନ୍ତି । ୧୦ ଅକ୍ଟୋବରକୁ ୫୦ ଜଣ ମହିଳାଙ୍କ ବେବି ସାୱାରର ପ୍ଲାନ କରାଯାଇଛି ।

 

ଏହି ବିଷୟରେ ନିଜେ ଆୟୁଷ୍ମାନ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତିଯେ ୫ ମାସ କିମ୍ବା ତାହା ଠରୁ ଉଦ୍ଧ୍ୱର୍ ଗର୍ଭବତୀ ମହିଳା ଆମ ସହିତ ସେଲିବ୍ରେଟ କରିପାରିବେ । ଏହି ସେଲିବ୍ରେସନ ଫିଲ୍ମ ପ୍ରଚାରର ଭାଗ । ଗର୍ଭବତୀ ମହିଳାଙ୍କ ଚରିତ୍ରରେ ନଜର ଆସିବାକୁ ଥିବା ନୀନା ଗୁପ୍ତା ମଧ୍ୟ ସେଠାରେ ଉପସ୍ଥିତ ରହିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More